୧୬ କଫ ସିରଫ ଜବତ, ଜଣେ ମହିଳା ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ପୁଲିସ ୧୬ ଗୋଟି କଫ ସିରଫ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ପାଇକମାଲ ଶକ୍ତିନଗର ପଡାର ଲିଲି ରାଓ(୨୮) ସ୍ୱାମୀ ଦୀନେଶ ରାଓ । ସୂଚନା ଅନୁସାରେ ଆଜି ଏସ୍‌ଆଇ ଓ ପୁଲିସ କର୍ମଚାରୀ
Read More...

କୁଲିଆରୀ ଠାରେ ନୂତନ ଅପରାଧିକ ଆଇନ ଉପରେ ଗାଇସିଲେଟ ପୋଲିସ ପକ୍ଷରୁ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ଅପରାଧିକ ଆଇନ ଉପରେ ଗାଇସିଲେଟ ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂସଦରେ ପାରିତ ଭାରତୀୟ ଦଣ୍ଡ ସଂହିତା, ନାଗରିକ ସଂହିତା, ଓ ସାକ୍ଷ୍ୟ ବିଧି ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ଗାଇସିଲେଟ ଥାନା ପୋଲିସ ପକ୍ଷରୁ ଏକ ସଚେତନତା
Read More...

ବଲାଙ୍ଗିରରେ ନୂଆ ଏସ୍‌ପି ଅଭିଳାଷ ଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଯୋଗଦେଲେ ନୂଆ ଏସ୍‌ପି । ନୂଆ ଏସ୍‌ପି ଭାବରେ ଯୋଗଦାନ କରିଛନ୍ତି ଅଭିଳାଷ ଜି । ଏହି ଅବସରରେ ବଲାଙ୍ଗିର ପୁଲିସ ତରଫରୁ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପୁଲିସ ଅଧିକାରୀମାନେ
Read More...

ବାଙ୍କେଲ ସମଲେଶ୍ଵରୀ ଶିଶୁମନ୍ଦିରର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତ ସଦର ମହକୁମାଠାରେ ଥିବା ସମଲେଶ୍ଵରୀ ଶିଶୁମନ୍ଦିରର ୧୨ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଲେଖ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଦିନ ବିଜେପୁର ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂ ସୁନାଙ୍କ ଦ୍ୱାରା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ
Read More...

ବିସ୍ଫୋରଣରେ ଉଡ଼ିଗଲା ଆଜବେଷ୍ଟ, ସ୍ୱାମୀ-ସ୍ତ୍ରୀ ଗୁରୁତର

ଖୋର୍ଦ୍ଧା : ବାଣ ଭିଡ଼ିବା ବେଳେ ବଡ଼ ଧରଣର ବିସ୍ଫୋରଣ । ଉଡ଼ିଗଲା ଘରର ଆଜବେଷ୍ଟ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୋପାଳପୁର ଦେଉଳି ଗାଁରେ ଆଜି ଏହି ବିସ୍ଫୋରଣ ହୋଇଛି । ଏଥିର ଜଣେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଆହତ ହେଲେ ଅଶୋକ ଓ ତାଙ୍କର ପତ୍ନୀ ସୁକାନ୍ତି । ଦୁହେଁ ଘରେ ବାଣ
Read More...

ରାଜଧାନୀରେ ୩୬ ଡ଼ିଗ୍ରୀ ଛୁଇଁଲା ପାରଦ : ଏପ୍ରିଲ-ମେ ମାସରେ ଅଧିକ ତାତି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୩୬ଡ଼ିଗ୍ରୀ ଛୁଇଁଲା ତାତି । ମଙ୍ଗଳବାର ଦିନ ୨ଟା ୩୦ ସମୟରେ ଭୁବନେଶ୍ୱରରେ ୩୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏପ୍ରିଲ-ମେ ମାସରେ ଅଧିକ ତାତି ଅନୁଭବ କରିବେ ରାଜ୍ୟବାସୀ । ଏଲିନିନୋ ଯୋଗୁଁ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଅଧିକ ରହିବ ବୋଲି
Read More...

ବଲାଙ୍ଗିର ବ୍ଲକସ୍ତରୀୟ ନିପୁଣ ଟି.ଏଲ୍.ଏମ୍ ମେଳା

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଚନ୍ଦନଭାଟି ପ୍ରାଥମିକ ସ୍କୁଲ ଠାରେ ନିପୁଣ ମେଳା ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ବ୍ଲକ ଶିକ୍ଷା
Read More...

ସ୍ଥାପତ୍ୟଙ୍କ ଦ୍ୱିଦିବସୀୟ ଜାତୀୟ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) ଦି ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର ରାଉରକେଲା ଶାଖା ଓ ଏନ୍ଆଇଟି ତରଫରୁ ମିଳିତ ଆନୁକୂଲ୍ୟରେ ଏ ଏନ୍ ପଟେଲ ମେମୋରିଆଲ ହଲ୍ ଠାରେ ସ୍ଥାପତ୍ୟ ମାନଙ୍କର ଦ୍ୱିଦିବସୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ " ଟ୍ରେଣ୍ଡସ୍ ଇନ୍ ଆଡଭାନ୍ସ
Read More...

ଦୌଡ଼ିଲା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ

ସୁନ୍ଦରଗଡ଼ : ଓଏସ୍‌ଏସ୍‌ସି ପରୀକ୍ଷାରେ ଅଘଟଣ । ଫିଜିକାଲ୍‌ ଟେଷ୍ଟ ଚାଲୁଥିବା ବେଳେ ଚାଲିଗଲା ଜଣେ ପ୍ରାର୍ଥୀଙ୍କ ଜୀବନ । ମୃତକ ରାଉରକେଲାର ପ୍ରବୀଣ କୁମାର ପଣ୍ଡା । ଖବର ଅନୁସାରେ ରାଉରକେଲାର ବ୍ୟାଚ୍ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା । ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ସେ
Read More...