କେନ୍ଦ୍ରାପଡ଼ାର ମହାକାଳପଡ଼ା ବାନ୍ଧକୁଦ ଗାଁରେ ଅଘଟଣ
କେନ୍ଦ୍ରାପଡ଼ା : ଖେଳିବାକୁ ଯାଇ ଆଉ ଘରକୁ ଫେରିଲେନି ଦୁଇ ନାବାଳକ । ପୋଖରୀରେ ବୁଡ଼ି ଦୁଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଉଛନ୍ତି ଦୁର୍ଗା ପ୍ରସାଦ ମହାପାତ୍ର, ଦିପଂଶୁ ମହାପାତ୍ର । ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା!-->…
Read More...
Read More...