ରାତିରେ ବୁଲୁଛି ଖଣ୍ଡା ଲୋକେ ଆତଙ୍କିତ
ଭୁବନେଶ୍ୱର : ପୁଣି ଅଶାନ୍ତ ରାଜଧାନୀ । ରାତିରେ ବୁଲୁଛି ଖଣ୍ଡା । ଲୋକେ ଆତଙ୍କିତ । ଭୁବନେଶ୍ୱର ସହିଦ ନଗର ସ୍ଥିତ ପଥରବନ୍ଧ ବସ୍ତିରେ ରାତି ତମାମ ୩ ଜଣ ଯୁବକ ଆତଙ୍କ ଖେଳାଇଛନ୍ତି । ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିବା ସହ ନିଜର ପତିଆରା ଜାହିର କରିଛନ୍ତି । ଯାହାକୁ ପାରିଲେ ହାଣିଲେ ଆଉ!-->…
Read More...
Read More...