ଜରାସିଂହା ରାମଜୀପାର୍ଟି ରାମଲୀଳା କମିଟିର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ରାମଜୀ ପାର୍ଟି ରାମଲୀଳା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ସଭାପତି ଭାବେ କୁନ୍ତି ମେହେର, ଉପସଭାପତି କୈଳାସ ଚନ୍ଦ୍ର କର୍ତ୍ତୀ, ସମ୍ପାଦକ ପ୍ରମୋଦ ବଗର୍ତ୍ତୀ (ପିଣ୍ଟୁ),
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ବିଦେଶୀ ମଦ ଜବତ, ୨ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଗୁରୁବାର ଗମ୍ଭାରୀ ଛକଠାରୁ ବହୁ ମାତ୍ରାରେ ବେଆଇନ ଚାଲାଣ ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ସୂଚନାନୁଯାୟୀ ଝାରଖଣ୍ଡ ରାଜ୍ୟର ଗୋବର୍ଦ୍ଧନ ସିଂ (୨୬) ଏବଂ ପାଟଣାଗଡ଼ ଥାନା ସଦର ପାଟଣାଗଡ଼ ୱାର୍ଡ ନଂ ୧୩ର ଶଙ୍କର
Read More...

ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ଵର : ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୬ଟି ବୋଟ୍ ଏବଂ ୫ଟି ଟାପା । ଗୁରୁବାର ଦିନ ଏହି ଅଗ୍ନିକାଣ୍ଡ ଘଟିଛି । ୧୦ରୁ ଉର୍ଦ୍ଧ୍ଵ ଦମକଳବାହିନୀ ମିଶି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି
Read More...

ଉଚ୍ଚସ୍ତରୀୟ ବୈଠକରେ ସମବାୟ କ୍ଷେତ୍ର ଅଗ୍ରଗତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଭାରତୀୟ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ଅନ୍ତର୍ଜାତୀୟ ସମବାୟ ସଂଗଠନଗୁଡିକ ସହ ଭାଗିଦାରୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେରପ୍ତାନି ବଜାର ଉପରେ ବିଶେଷ ଧ୍ୟାନ ଦେଇ ସମବାୟ ସଂଗଠନ ମାଧ୍ୟମରେ ଜୈବିକ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଉପରେ ପ୍ରଧାନମନ୍ତ୍ରୀ
Read More...

ଆଉ ଶୁଭୁନି ଗାଁ ଗଣ୍ଡାରେ ଶଗଡ଼ ଗାଡ଼ିର କେଁ କଟର ଶବ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାସ୍ତାରେ ଗଡୁନି ଶଗଡ଼ ଗାଡ଼ି ଆଉ ଶୁଭୁନି ଶଗଡ଼ ଗାଡ଼ିର କେଁ କଟର ଶବ୍ଦ କମିଯାଉଛି ଚାଷୀଙ୍କ ହଳ ବଳଦର ଶୁଭୁନି ସେ ହମ୍ବା ରଡ଼ି । ଦିନେ ସମୟ ଥିଲା ଗାଁ ଗଣ୍ଡାରେ ବାସ କରୁଥିବା ମହାଜନ ତଥା ସାହୁକାର ଶ୍ରେଣୀର ଶଗଡ଼ ଗାଡ଼ି ମୁଖ୍ୟ ପରିଚୟ ଥିଲା ।
Read More...

ଉତ୍ତରାଖଣ୍ଡର ହର୍ଷିଲରେ ଶୀତ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଦେବଭୂମି ଉତ୍ତରାଖଣ୍ଡକୁ ଆଉଥରେ ଆସିବା ମୋର ପରମ ସୌଭାଗ୍ୟ : ପ୍ରଧାନମନ୍ତ୍ରୀଚଳିତ ଶତାବ୍ଦୀ ଉତ୍ତରାଖଣ୍ଡର ଶତାବ୍ଦୀ ଭାବେ ପରିଚିତ : ପ୍ରଧାନମନ୍ତ୍ରୀପର୍ଯ୍ୟଟନ କ୍ଷେତ୍ରର ବିକାଶ ଉତ୍ତରାଖଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣସବୁ ଋତୁରେ ଉତ୍ତରାଖଣ୍ଡରେ ପର୍ଯ୍ୟଟନ ହେବା ଜରୁରୀଉତ୍ତରାଖଣ୍ଡକୁ ଏକ
Read More...

ଆଜିଠୁ ଆରମ୍ଭ ବିଧାନସଭାର ୨ୟ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଯାଇଛି । ଏହି ବଜେଟ ଏପ୍ରିଲ ୫ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୦ ତାରିଖରେ ବଜେଟ୍ ଉପରେ ଆଲୋଚନା ହେବ । ସେହିପରି ମାର୍ଚ୍ଚ ୨୯ ତାରିଖରେ ବିଧାନସଭାରେ ସରକାର ବ୍ୟୟ ମଞ୍ଜୁରି ବିଲ୍ ଉପସ୍ଥାପନା
Read More...

ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ

ନୂଆଦିଲ୍ଲୀ, (ପିଆଇବି) : ସହଜ ଏବଂ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ବ୍ୟବହାରକୁ ପ୍ରୋତ୍ସାହିତ କରିବା ତଥା ଏ ବାବଦରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ମାର୍ଚ୍ଚ ୭ ତାରିଖକୁ 'ଜନ ଔଷଧି ଦିବସ' ଭାବରେ ପାଳନ କରାଯାଉଛି । ଚଳିତ ବର୍ଷ ଦେଶର ଜାତୀୟ ରାଜଧାନୀ କ୍ଷେତ୍ର
Read More...

ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈଵାହାଲ ପଞ୍ଚାୟତ ଅନ୍ତର୍ଗତ ରାଏପାଲି ଗାଁକୁ ରାସ୍ତା ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ଗାଁକୁ
Read More...

ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରର ନେତୃତ୍ୱ ନେବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

୨୦୨୫ ମାର୍ଚ୍ଚ ୮ ତାରିଖରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ 'ମହିଳା ସଶକ୍ତୀକରଣ ମାଧ୍ୟମରେ ବିକଶିତ ଭାରତ' ଶୀର୍ଷକରେ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଉଛିଉଦ୍‌ଘାଟନୀ ଅଧିବେଶନ ପରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନା ହେବଷ୍ଟେମ୍, ବ୍ୟବସାୟ, କ୍ରୀଡ଼ା, ଗଣମାଧ୍ୟମ ଓ
Read More...