ଓଡ଼ିଶାର ମୁଖ୍ୟ ମହାଡାକପାଳ ଭାବେ ନିର୍ମଳଜିତ ସିଂ ନିଯୁକ୍ତ

ଭୁବନେଶ୍ୱର, (ପିଆଇବି) : ୧୯୯୭ ବ୍ୟାଚର ବରିଷ୍ଠ ଭାରତୀୟ ଡାକ ସେବା ଅଧିକାରୀ ନିର୍ମଳଜିତ ସିଂ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ସିଂଙ୍କର ଭାରତୀୟ ଡାକ ସେବା କ୍ଷେତ୍ରରେ ଜାଜ୍ଜୁଲ୍ୟମାନ କ୍ୟାରିଅର ରହିଛି । ସେ ଓଡ଼ିଶା ଡାକ ପରିମଣ୍ଡଳରେ ଅଭିନବ
Read More...

ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ୍, ୬ ରୁ ୧୦ ପାଠପଢା

ଭୁବନେଶ୍ୱର : ସାରା ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ । ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ତାରିଖ ଓ ସମୟରେ ପରିବର୍ତ୍ତନ କରାଯାଇଛି । ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ସ୍କୁଲ ଖୋଲି
Read More...

ଦେଓଗାଁ ଡିଗ୍ରୀ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ୮ ଦିନ ଧରି ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ଯୋଗଦେଇ ଛାତ୍ରୀମାନେ ନିଜ ଶାରୀରିକ ବିକାଶ ପ୍ରତି ଧ୍ୟାନ ଦେଇ ସମାଜରେ ଦେଖା
Read More...

ଗରିମା ପରିବାରର ପଖାଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ତରଫରୁ ବିଶ୍ୱ ପଖାଳ ଦିବସ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ଶଙ୍କର ଜେନାଙ୍କ ଆବାହକତ୍ୱ, ସଭାପତି ମମତା ନାଏକଙ୍କ ସଭାପତିତ୍ୱ, କାର୍ଯ୍ୟକ୍ରମର ମୁଖ୍ୟ ସୁମିତା ପଟ୍ଟନାୟକ ତଥା ମୋନାଲିସା ସାହୁଙ୍କ
Read More...

ଆର୍ଟିକା ନେଲା ସ୍କୁଟି ଆରୋହୀଂକ ଜୀବନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଛକ ଠାରେ ବଲାଙ୍ଗିର ପଟୁ ଆସୁଥିବା ଏକ ଆର୍ଟିକା ଗାଡ଼ି ଧକ୍କାରେ ଜଡାମୁଣ୍ଡାର ଜଣଙ୍କର ଜୀବନ ଯାଇଛି । ମୃତକ ଜଣକ ସୁଦାମ ସୁନ୍ଦର ବ୍ରାଇଟ(୭୦) ବୋଲି ଜଣାପଡ଼ିଛି । ସୁଦାମ ନିଜର ସ୍କୁଟି ଧରି ୨୬ ନଂ ଜାତୀୟ ରାଜପଥ ରାସ୍ତାପାଖରେ ଛିଡ଼ା
Read More...

ଓମ ଭ୍ୟାଲି ସ୍କୁଲରେ ଛାତ୍ରଛାତ୍ରୀଙ୍କ କ୍ୟାରିଅର କାଉନସେଲିଂ କଲେ ଶିକ୍ଷାବିତ ଡ. ଅନିଲ ପତି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛି ଦିନ ପୂର୍ବେ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଶେଷ ହୋଇଛି । ଅଭିଭାବକ ଓ ବିଦ୍ୟାର୍ଥୀଙ୍କ ଚିନ୍ତା ଆଗକୁ କେଉଁ ପାଠ ପଢିବେ ବା ପଢ଼ାଇବେ । ଦଶମ ବୋର୍ଡ ପରୀକ୍ଷା ପରେ ଏହି ଚିନ୍ତା ସମସ୍ତ ଅଭିଭାବକଙ୍କ ମୂଳ ସମସ୍ୟା । ଏହାକୁ ଆଖି ଆଗରେ ରଖି
Read More...

ଟାୱାର ଉପରକୁ ଚଢି ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ କଅସର ଗାଁରେ ଘଟଛି ଏକ ଅଭାବନୀୟ ଘଟଣା । ୧୦୦ ଫୁଟ ଟାୱାର ଉପରକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସୂଚନା ଯୋଗ୍ୟ ଯେ, କଅସର ଗାଁର କୁଞ୍ଜ ରଣା ମଦ ପିଇ ୧୦୦ ଫୁଟ୍‌ର ଟାୱାର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଏହା ଦେଖି ସ୍ଥାନୀୟ
Read More...

ମୁରିବାହାଲ ବ୍ଲକ ଆଉଟସୋର୍ସିଂ କର୍ମଚାରୀଙ୍କ କଳାବ୍ୟାଜ୍ ପରିଧାନ ସହ ପ୍ରତିବାଦ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଆହ୍ଵାନକ୍ରମେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ବହୁ ଆଉଟସୋର୍ସିଂ କର୍ମଚାରୀ ବୁଧବାରଠାରୁ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରୁଛନ୍ତି । ଜିଲ୍ଲାର ସମସ୍ତ
Read More...

ବାଧ୍ୟତାମୂଳକ ସେବା ନିବୃତ୍ତ ନିଷ୍ପତ୍ତି ବିରୁଦ୍ଧରେ କଳାବ୍ୟାଚ ପରିଧାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍ ମ୍ୟାନେଜମେଣ୍ଟର ବାଧ୍ୟତାମୂଳକ ସେବା ନିବୃତ୍ତ ନିଷ୍ପତ୍ତି ବିରୁଦ୍ଧରେ ବରସୁଆଁ ଲୌହଖଣି ଅଧିକାରୀ ସଂଘ କଳାବ୍ୟାଚ ପରିଧାନ କରି ବିରୋଧ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୧୩ ତାରିଖ ଦିନ ସୁନ୍ଦରଗଡ ଜିଲ୍ଲାର ଆର୍‌ଏସ୍‌ପି
Read More...

ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ପ୍ରଶାସନ ପକ୍ଷରୁ ଓଡିଶା ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 
Read More...