୨୯ରୁ ଫେରିବ ଗ୍ରୀଷ୍ମ ପ୍ରବାହ : ୩୧ରୁ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ପୁଣି ଫେରିବ ତାତି । ୨୯ରୁ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଅଭ୍ୟନ୍ତରୀଣ ଓଡ଼ିଶା ହେବ ବିଶେଷ ପ୍ରଭାବିତ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୫ ଜିଲ୍ଲା ହେଲା ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର । ୩୧ ତାରିଖ ଯାଏଁ ରାଜ୍ୟରେ
Read More...

ଝିଅ ଦେଖିବାକୁ ଯାଇ ଫେରିବା ବେଳେ ଦୁର୍ଘଟଣା : ଜଣେ ଶିଶୁ ସମେତ ଦୁଇ ମୃତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମର ଏକ ପରିବାର ବୈବାହିକ ସମ୍ପର୍କରୁ ଘରକୁ ଫେରୁଥିବା ସମୟରେ ବାଟରେ ଅର୍ଟିକା କାର ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡିବା ଫଳରେ ଜଣେ ଶିଶୁଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
Read More...

ଶୁଆକୁ ଫାଶୀ ଦେଇ କରୁଥିଲେ ରିଲ୍ସ : ବାନ୍ଧିନେଲା ପୋଲିସ

ଆଠମଲ୍ଲିକ : ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲସ କରିବା । ଆଠମଲ୍ଲିକ ନାକଟି ଦେଉଳରୁ ଅଭିଯୁକ୍ତ ଗିରଫ । ବିରି ଖାଇଥିବା କାରଣରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି । ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ
Read More...

ଅସୁସ୍ଥ ହୋଇପଡ଼ିଲେ ତାରା : ପହଞ୍ଚିଲେ ଡାକ୍ତର

ଭୁବନେଶ୍ୱର : ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ । ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛନ୍ତି କଂଗ୍ରେସ ବିଧାୟକ । ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ ।
Read More...

ମୁସୁରି ପଡ଼ା ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ

ଜୟପାଟଣା, (ଶେଷଦେବ ବେହେରା) : ଶିକ୍ଷା ସାଙ୍ଗରେ ସଂସ୍କୃତି, ସୃଜନଶୀଳତା ଓ ଅନ୍ତର୍ନିହିତ ଗୁଣା ବଳିର ବିକାଶ ପାଇଁ ସରକାର ଅନବରତ ଉଦ୍ୟମ କରୁଥିବା ବେଳେ ଏବେ ବିଦ୍ୟାଳୟ ମାନଙ୍କରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ବେଶ ଆକର୍ଷିତ କରୁଛି । ଜୟପାଟଣା ବ୍ଲକର ମୁଶୁରି
Read More...

ମୁଖୀଗୁଡାରୁ ଗଡିଲା ଦେବଗଡ଼ ବସ

ଜୟପାଟଣା, (ଶେଷଦେବ ବେହେରା) : ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ବିଗତ ଅଠେଇସ ବର୍ଷ ପରେ ରାଜ୍ୟ ପରିବହନ ନିଗମ ପୁଣି ଥରେ ମୁଖୀ ଗୁଡା ଠାରୁ ଦେବଗଡ଼ ପର୍ଯ୍ୟନ୍ତ ଏକ ବସର ଶୁଭାରମ୍ଭ କରିଥିବାର ସୂଚନା ମିଳିଛି । ଏହି ପ୍ରତ୍ୟହ ସନ୍ଧ୍ୟା ଛଅ ଟାରେ ମୁଖୀ ଗୁଡା ଛାଡ଼ି, ଭବାନୀପାଟଣା,
Read More...

ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେଲେ ଉପାଧ୍ୟକ୍ଷା ମାମି ଦାସ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଆନୁକୂଲ୍ୟରେ ନୂତନ ଭାବେ ଖୋଲିଥିବା ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଇବା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ତୁଷୁରା ଏନ୍‌ଏ‌ସି ୱାର୍ଡ ନଂ୪ ଧରୁଆପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ
Read More...

ମାହେଶ୍ୱରୀ ଯି.ଏନ୍‌.ଏମ୍‌. କଲେଜରେ ବାର୍ଷିକ ପୂଜା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ଠାରେ ମାହେଶ୍ୱରୀ ଜି.ଏନ୍‌.ଏମ୍‌. ନର୍ସିଂ କଲେଜରେ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ସତ୍ୟନାରାୟଣ ପୂଜାରେ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାକର ମିଶ୍ର, ସହ ଧର୍ମିଣୀ ବୀଣାପାଣି ମିଶ୍ର ପୂଜାରେ କର୍ତ୍ତା ଭାବରେ
Read More...

କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ଣ୍ଣ।ମେଣ୍ଟରେ ଖେଳିବେ ଟିଟିଲାଗଡ଼ର ଶୁଭ୍ରାଂଶୁ ପାଢ଼ୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୭ ତାରିଖରୁ ହେବାକୁ ଥିବା କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ବଲାଙ୍ଗିର ଦଳ ଘୋଷଣା ହୋଇଯାଇଛି । ଏହି ଦଳରେ ଟିଟିଲାଗଡ଼ରୁ ସ୍ୱର୍ଗତ କ୍ରୀଡ଼ାବିତ ସୂର୍ଯ୍ୟମଣୀ ପାଢ଼ୀଙ୍କ ନାତି ଓ ସାମ୍ୱାଦିକ ସନତ ପାଢୀଙ୍କ ପୁଅ ଶୁଭ୍ରାଂଶୁ
Read More...

ରେଳ ରୋକ ପାଇଁ ସାଧାରଣ ବୈଠକରେ ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟ ଠାରେ ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରୁ ଉପ-ସଭାପତି ଅଶୋକ ମିଶ୍ର, ବରିଷ୍ଠ ସଦସ୍ୟ ମନୋରଂଜନ ପୁରୋହିତ ପ୍ରଭୁ ଶ୍ରୀ ଗଣେଷଙ୍କ ଠାରେ
Read More...