ରେଳ ରୋକ ପାଇଁ ସାଧାରଣ ବୈଠକରେ ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟ ଠାରେ ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରୁ ଉପ-ସଭାପତି ଅଶୋକ ମିଶ୍ର, ବରିଷ୍ଠ ସଦସ୍ୟ ମନୋରଂଜନ ପୁରୋହିତ ପ୍ରଭୁ ଶ୍ରୀ ଗଣେଷଙ୍କ ଠାରେ
Read More...

ସଡକ ଦୁର୍ଘଟଣାରେ ସାଇଟ୍‌ ନର୍ସିଂ କଲେଜର ଅଧ୍ୟାପକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସୋମବାର ଅପରାହ୍ନରେ ସାଇଟ୍‌ ନର୍ସିଂ କଲେଜର ଅଧ୍ୟାପକ ଦେବାଶିଷ ନାଏକ ତାଙ୍କ ଜଣେ ସାଙ୍ଗ ସହିତ ବାଇକରେ ଥିବାବେଳେ ଚନ୍ଦନଭାଟି ପାଖ ବାଦିଘୋର ଠାରେ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ତାଙ୍କ କାନ ପଟୁ ରକ୍ତସ୍ରାବ ହେଉଥିଲା । ଖବର ପାଇବା ପରେ
Read More...

ଲୋଇସିଂହାରୁ ବସନାକୁ ଜାତୀୟ ରାଜପଥ ପାଇଁ ଦାବି ଜଣାଇଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ନୀତିନ ଗଡ଼କରୀଙ୍କ ଆଗରେ ବଡ଼ ପ୍ରସ୍ତାବ ରଖିଲେ ବରଗଡ଼ ସାଂସଦ । ଲୋଇସିଂହାରୁ ବସନା ଭାୟା ଗାଇସିଲଟ-ପଦ୍ମପୁର ଦେଇ ଏକ ନୂଆ ଜାତୀୟ ରାଜପଥ ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ପୁରୋହିତ । ଏହି ପ୍ରସ୍ତାବିତ ଜାତୀୟ ରାଜପଥ ନିର୍ମାଣ ହେଲେ ଏନଏଚ୍-୨୦୧ ଓ ଏନଏଚ୍-୫୩
Read More...

ସାମାନ୍ୟ କଥା କଟାକଟିରୁ ଛୁରାମାଡ଼

ବିନିକା : ଛୁରାମାଡ଼ରେ ଯୁବକ ଗୁରୁତର ହୋଇଛନ୍ତି । ସାମାନ୍ୟ କଥା କଟାକଟିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଶୁଖା ଗ୍ରାମରେ ଯୁଗଳ ତଣ୍ଡକାରଙ୍କୁ ଛୁରାମାଡ଼ କରାଯାଇଛି । ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁଗଳ ତଣ୍ଡକାରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ
Read More...

ସରକାରୀ ନିର୍ଦ୍ଦେଶାବଳୀକୁ ଅମାନ୍ୟ କରୁଛି ବେସରକାରୀ ସ୍କୁଲ

ଦିନ ୧୨ ଟା ପର୍ଯ୍ୟନ୍ତ ଚାଲୁଛି ପାଠ ପଢା କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଛାତ୍ର ସୁରକ୍ଷା ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଅବମାନନା କରି, କଣ୍ଟାବାଞ୍ଜିର ଏକ ବେସରକାରୀ ସ୍କୁଲ ଚଳିତ ଗ୍ରୀଷ୍ମ ପ୍ରବାହ ସମୟରେ ସ୍କୁଲ ସମୟ ଉପରେ ସରକାରୀ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି ।
Read More...

ଖତ ଖାଉଛି ଲକ୍ଷ୍ୟ ଲକ୍ଷ୍ୟର ପ୍ରକଳ୍ପ

ବ୍ୟବସ୍ଥା ସରିଛି ମିଳୁନି ପାଣି କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସରକାର ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କୋଟି କୋଟି ଅର୍ଥରାଶି ବ୍ୟୟବରାଦ କରି ଲୋକଙ୍କ ମନରେ ହସ ଫୁଟାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି । ହେଲେ
Read More...

ବଲାଙ୍ଗିର ଗୋଶାଳାରେ ଗୋବରରୁ ତିଆରି ହେଉଛି ଉତ୍କୃଷ୍ଟ କାଠ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ଗୋଶାଳା ଠାରେ ମେସିନ ସାହାଯ୍ୟରେ ଗୋବରରୁ ଜାଳେଣି କାଠ ତିଆରି ହେଉଛି । ଗୋ-କାଷ୍ଠ ମେସିନ ଓ ପରିବେଶର ସଂରକ୍ଷଣ ଉପରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ପ୍ରାନ୍ତୀୟ ଅଧ୍ୟକ୍ଷା ବବିତା ଅଗ୍ରୱାଲ ଓ ବରିଷ୍ଠ ସଦସ୍ୟା ମୀରା କେଜରିୱାଲ, ସରଳା
Read More...

ପୁଣି ଖାକିରେ ଲାଗିଲା କଳଙ୍କ

ବୌଦ୍ଧ, (କେପିଏନ୍‌ଏସ୍‌) : ପୁଣି ଖାକିରେ ଲାଗିଲା କଳଙ୍କ । ପୋଲିସକୁ ବାନ୍ଧିଲା ପୋଲିସ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଦେଖିବାକୁ ମିଳିଛି ଏପରି ଘଟଣା । ବ୍ୟାରେକରେ ଗଂଜେଇ ରଖିଥଲେ ଆଇଆର୍‌ବି ଯବାନ । ଗଂଜେଇ ଚାଲାଣରେ ଗିରଫ ଯବାନମାନେ ମନମୁଣ୍ଡା ଥାନାରେ ହିଁ କାର୍ୟ୍ୟରତ ଥିଲେ ।
Read More...

ଫୁଟବଲ୍ ଖେଳିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଆଜି ସକାଳ ୬.୩୦ ସମୟରେ କଣ୍ଟାବାଞ୍ଜି ରେଲୱେ ଫୁଟବଲ୍ ଖେଳ ପଡ଼ିଆରେ ବନ୍ଧୁମାନଙ୍କ ସହିତ ଫୁଟବଲ୍ ଖେଳୁଥିବା ସମୟରେ ହଠାତ୍ ପଡ଼ିଯିବାରୁ ମୋହିତ କୱାଡ ନାମକ ଜଣେ ୩୦ ବର୍ଷୀୟ ଯୁବକର ମୃତ୍ୟୁ ଘଟିଛି । ଡାକ୍ତରୀ
Read More...

ଦୁର୍ନୀତି ବିରୁଦ୍ଧରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କଡା ଆକ୍ସନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚାଷୀ କେମିତି ଭଲ ଚାଷ କରି ପାରିବେ । ଭଲରେ ଚାଷ କରି କେମିତି ଭଲ ଭାବରେ ଦୁଇ ପଇସା ରୋଜଗାର କରି ନିଜ ପରିବାର ପରିପୋଷଣ କରି ପାରିବେ ଏନେଇ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ କିଛି ଦୁର୍ନୀତିଖୋର
Read More...