ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା : ମହାଆଡ଼ମ୍ବରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ
ସମ୍ବଲପୁର : ମର୍ତ୍ତ୍ୟରେ ସ୍ୱର୍ଗର ନୀତିକାନ୍ତି । ଦେବତା, ଦାନବ, ଗନ୍ଧର୍ବ, କିନ୍ନରଙ୍କ ସମାଗମରେ ସାରା ସମ୍ବଲପୁର ଦେବଭୂମି ପାଲଟିଛି । ସଂହାରକର୍ତ୍ତା ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ଲୌକିକ ବିବାହର ସେହି ଇପ୍ସିତ ମୁହୂର୍ତ୍ତ ପାଇଁ ସଚରାଚର ସୃଷ୍ଟି ଏକାକାର ହୋଇଛି ।!-->…
Read More...
Read More...