କପିଲାଭଟା ୟୁପି ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା
Read More...

ତୁଷୁରା ଏନ୍‌ଏ‌ସି ସ୍ତରୀୟ ଶିକ୍ଷା ସଚେତନତା ରଥକୁ ଉଦଘାଟନ କଲେ ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ

ତୁଷୁରା,(କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କର ଯୋଜନାନୁଯାୟୀ ଗୁଡଭେଲା ବ୍ଲକ୍‌ ବିଭିନ୍ନ କ୍ଲଷ୍ଟରକୁ ଶିକ୍ଷା ସଚେତନତା ରଥ ପରିକ୍ରମା କରି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପାଇଁ ଜନ ସଚେତନତା ସୃଷ୍ଟି କରୁଛି । ଏହି କ୍ରମରେ ଆଜି ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ରଥ
Read More...

ଟାଙ୍ଗରମୁଣ୍ଡାରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ୱାଗତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁକୁ ନେଇ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପ୍ରିଲ ୨ ତାରିଖରୁ ପରିଭ୍ରମଣ ଆରମ୍ଭ କରିଥିବା ଶିକ୍ଷା ସଚେତନତା ରଥକୁ ଆଜି ଟାଙ୍ଗରପାଲି ବ୍ଲକ୍ ରତନପୁର କ୍ଲଷ୍ଟର ଅନ୍ତର୍ଗତ ଟାଙ୍ଗରମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ
Read More...

୧୯ ବର୍ଷରୁ କମ୍‌ ଫୁଟବଲ ଖେଳାଳୀ ଚୟନ ଚୁଡାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଫୁଟବଲ ସଂଘ (ଫାଓ) ତରଫରୁ ଆସନ୍ତା ମାସରେ ଆନ୍ତଃ ଜିଲ୍ଲା ୧୯ ବର୍ଷରୁ କମ୍‌ ଫୁଟବଲ ଚମ୍ପିୟନସିପର ଆୟୋଜନ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ଜିଲ୍ଲା ଅଂଶ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଲା କ୍ରୀଡା ସଂସଦର ଏହି ନିଷ୍ପତ୍ତି
Read More...

ମନରେଗା ଟଙ୍କା ହଡପ : ହିତାଧିକାରୀ ହଇରାଣ

୫୦ରୁ ଉର୍ଦ୍ଧ ହିତାଧିକାରୀଙ୍କ ମିଳିନି ପାଉଣା ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ତୁରେକେଲା, (ପିତାମ୍ବର ଦୀପ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ମାନେରେଗା ଯୋଜନା ମାଧ୍ୟମରେ ଅନେକ ସୁବିଧା ସୁଯୋଗ ଦେଉଥିବା ବେଳେ ତୁରେକେଲା ବ୍ଲକ ଉପାନ୍ତ ଆଦିବାସୀ ଅଂଚଳରେ ମନରେଗା କାମରେ
Read More...

୧୦୮ ଆମ୍ବୁଲାନ୍ସର ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନବଜାତକ ଯାଆଁଳା ଶିଶୁ କନ୍ୟାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ସମୟରେ ବଡ଼ ଅଘଟଣ ଘଟିଥିବା ନେଇ ଏକ ଖବର ଆସୁଛି । ଆମ୍ବୁଲାନ୍ସର ଆକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ
Read More...

ମାଲବାହୀ ଟ୍ରେନ୍ ଧକ୍କାରେ ବୃଦ୍ଧା ମହିଳା ଗୁରୁତର

ମୁନିଗଡ଼ା, (ରମାକାନ୍ତ ପଡ଼ାଲ୍) : ମାଲବାହୀ ଟ୍ରେନ୍ ଧକ୍କାରେ ଜଣେ ବୃଦ୍ଧା ଗୁରୁତର । ଗୁରୁତର ବୃଦ୍ଧା ଜଣକ ହେଲେ ମୁନିଗୁଡ଼ା ବ୍ଲକ ପାତ୍ରଗୁଡା ପଞ୍ଚାୟତ ଛେଳିଆ ନାଳ ଗ୍ରାମର ରାମ୍ବି ଶିକୋକା ବୟସ ୭୫ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳଷ୍ଟେସନରେ ।
Read More...

ଫ୍ଲାଇଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ

ଗୁଜରାଟ : ଦିନ ର୍ପୂବରୁ ସରିଥିଲା ନିର୍ବନ୍ଧ । ନଭେମ୍ବରରେ ପଡିଥାନ୍ତା ହାତଗଣ୍ଠି । ବାହା ହୋଇ ନୂଆ ସଂସାର ଗଢିବାକୁ ଅନେକ ସ୍ୱପ୍ନ ଦେଖିଥିଲେ ପାଇଲଟ୍ । ହେଲେ ନିମିଷକେ ସବୁ ହୋଇଗଲା ଧୂଳିସାତ । ଚାଲିଗଲା ୨୮ ବର୍ଷୀୟ ହରିୟାଣାର ରେୱାଡ଼ିର ପାଇଲଟ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ
Read More...

ସ୍ୱାମୀ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଘରୁ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ

ପୁରୀ : ରାତି ଅଧରେ ଟେଣ୍ଟ ମାଲିକଙ୍କ ଘରୁ ଲୁଟ୍ । କବାଟ ଭାଙ୍ଗି ୨ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶିଲେ, ସ୍ୱାମୀ ସ୍ତ୍ରୀଙ୍କୁ ଲୁହା ରଡ଼ରେ ପିଟି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଲେ । ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କମଦରୀ ଗାଁର ଟେଣ୍ଟ
Read More...

ବଲାଙ୍ଗିର କୁଲୁଥିପାଲିରେ ଜଗନ୍ନାଥ ମନ୍ଦିର ସହ ମାଉସୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲୁଥିପାଲି ଗ୍ରାମରେ ବଡ଼ ଧୁମଧାମରେ ବାବା ଜଗନ୍ନାଥଙ୍କ ମନ୍ଦିର ଓ ମାଉସୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଂସ ଦରବାର ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
Read More...