ରାମ ନବମୀ ପାଇଁ ଟିଟିଲାଗଡ଼ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ପବିତ୍ର ରାମ ନବମୀ । ରାମ ନବମୀ ମନାଇବା ପାଇଁ ଟିଟିଲାଗଡ଼ ସହର ଚଳଚଞ୍ଚଳ ହୋଇପଡିଛି । ଏହି ନବମୀ ପାଳନ କରିବାକୁ ସହରରେ ଥିବା ସମସ୍ତ ହନୁମାନ ଓ ରାମ ମନ୍ଦିରର କମିଟି ସଦସ୍ୟଙ୍କ ଦ୍ୱାରା ବ୍ୟାପକ ପ୍ରସ୍ତୁତି କରାଯାଉଛି । ତେବେ ଏହାକୁ
Read More...

ଓଡ଼ିଆରେ ନାମ ଫଳକ ଅଭିଯାନ ସମ୍ପର୍କିତ ସଚେତନତା ପଦଯାତ୍ରା

ବାରିପଦା, (ଦେବସ୍ମିତ ଚୌଧୁରୀ) : ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୧ତାରିଖରୁ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୪ତାରିଖ ଓଡ଼ିଆରେ ନାମ ଫଳକ ଅଭିଯାନ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ
Read More...

ନୂତନ ରୂପରେ ଆୟୋଜିତ ହେବ ଚୈତ୍ର ପର୍ବର ପାରମ୍ପରିକ ଛଉ ନୃତ୍ୟ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସିଦ୍ଧ ଚୈତ୍ର ପର୍ବକୁ ଏକ ଅଭିନଵ ଢଙ୍ଗରେ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ଏହି ପ୍ରସିଦ୍ଧ ପାରମ୍ପରିକ ଉତ୍ସବର ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ଦର୍ଶକ ମାନଙ୍କ ପାଇଁ ଏହାକୁ ଅଧିକ ଆକର୍ଷଣୀୟ କରିବା ତଥା
Read More...

ମୃତ ସ୍ୱାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୁଣି ହେଲେ ସଧବା

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍‌) : ବିଧବାରୁ ହେଲେ ସଧବା । ମୃତ ସ୍ୱାମୀଙ୍କୁ ପୁଣି ଜୀବନ୍ତ କରିଦେଲେ ସ୍ତ୍ରୀ । ଏମିତି ଜଣେ ମହିଳା ହେଉଛନ୍ତି ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ସଦରର ସାଗରୀକା ରାୟ । ସାଗରୀକାଙ୍କ ତାଙ୍କ ସ୍ୱାମୀ ପ୍ରତି ଥିବା ଅନାବିଳ ଶାଶ୍ଵତ ଓ ଚିରନ୍ତନ ପ୍ରେମର ଦୃଶ୍ୟ
Read More...

୭ ରୁ ୨୯ ଯାଏଁ ରାମମୟ ହେବ ବଲାଙ୍ଗିର ସହର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାମଜୀ ନାଟକ ସଂସଦ ପ୍ରତି ବର୍ଷ ଭଲି ଏ ବର୍ଷ ରାମଲୀଳା ନାଟକ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ସ୍ଥାନୀୟ ମାଉସୀ ମାଁ ମନ୍ଦିର ପ୍ରାଙ୍ଗଣରେ ସମ୍ମିଳନୀରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ରବିବାର ଦିନ ୬ ତାରିଖ ରାମ
Read More...

ପିଏମ୍‌ ଶ୍ରୀ ବାପୁଜୀ ହାଇସ୍କୁଲ କନ୍ଧକେଲଗାଁରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡା ଅନୁଷ୍ଠିତ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକର ଏକମାତ୍ର ବିଦ୍ୟାଳୟ ଭାବେ ପିଏମ୍‌ ଶ୍ରୀରେ ସାମିଲ ହୋଇଥିବା ପିଏମ୍‌ ଶ୍ରୀ ବାପୁଜୀ ଉଚ୍ଚ ବିଦ୍ୟାଳୟ କନ୍ଧକେଲଗାଁରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ରାମଗୋପାଳ ଖମାରି ଶର୍ମାଙ୍କ ସଭାପତିତ୍ତତ୍ୱ
Read More...

ଆମ ପୋଷକ ଆମ ପରିଚୟ ଦିବସ ଦିବସ ପାଳନ ଅବସରରେ ପାରମ୍ପପରିକ ବସ୍ତ୍ରର ଖୁବ୍ ଚାହିଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଅପ୍ରେଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହୋଯାଇଛି । ବଲାଙ୍ଗିର ଜିଲ୍ଲାରେ 'ଆମ ପୋଷକ ଆମ ପରିଚୟ' ଦିବସ ପାଳନ ଅବସରରେ ପାରମ୍ପପରିକ ବସ୍ତ୍ରର ଖୁବ୍ ଚାହିଦା ରହିଥିଲା
Read More...

ଉଚ୍ଚପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲରେ ମୌଳିକ ସଂଖ୍ୟା ଜ୍ଞାନ ଷ୍ଟେସନ କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସଂଖ୍ୟା ଜ୍ଞାନ ଷ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମସାଗର ବାଘଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ତଥା
Read More...

ଦିଲ୍ଲୀରେ ଗର୍ଜିଲେ ସାଂସଦ

ଦାଦନ ଦୁଃଖ ପଛରେ ନବୀନ ପଟ୍ଟନାୟକ : ପ୍ରଦୀପ ଖୋଲିଲେ ମନରେଗା ଦୁର୍ନୀତି ପେଡ଼ି ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ମନରେଗାରେ ମହାଦୁର୍ନୀତି । ମନରେଗା ମହାଘୋଟାଲାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ
Read More...

ଓପିସି ଡାକ୍ତରି ପରୀକ୍ଷାରୁ ବାଦ ପଡିବେ ଭୀମ ଭୋଇ ମେଡିକାଲ ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ଲୋକସେବା ଆୟୋଗଙ୍କ ଦ୍ୱାରା ଡାକ୍ତରି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ପଦବୀ ପାଇଁ ଫର୍ମ ପୂରଣର ଅବଧି ଗତ ମାର୍ଚ୍ଚ ମାସ ୨୫ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅପ୍ରିଲ ୨୪ ତାରିଖରେ ବନ୍ଦ ହୋଇଯିବା ନେଇ ସୂଚନା ରହିଛି । ତେବେ ଏଭଳି
Read More...