ବିମ୍‌ସଟେକ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରି ଏକ ୨୧ ସୂତ୍ରୀ କାର୍ଯ୍ୟ ଯୋଜନା…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ବ୍ୟାଙ୍କକଠାରେ ଅନୁଷ୍ଠିତ ଷଷ୍ଠ ବିମସଟେକ୍ ଶିଖର ସମ୍ମିଳନୀରେ ବିମସଟେକ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରି ଏକ ୨୧ ସୂତ୍ରୀ କାର୍ଯ୍ୟ ଯୋଜନା ପ୍ରସ୍ତାବ ଦେଇଛନ୍ତି । ବିମ୍‌ସଟେକ
Read More...

ଓ୍ଵାକଫ୍ ସଂଶୋଧନ ବିଲ୍, ୨୦୨୫ : ସମସ୍ତ ଅଂଶୀଦାରଙ୍କ ଭାଗିଦାରୀ ମାଧ୍ୟମରେ ସଂସ୍କାର

ଓ୍ଵାକଫ୍ ସମ୍ପତ୍ତିର ପରିଚାଳନା ଓ ପ୍ରଶାସନରେ ଥିବା ସମସ୍ୟାର ସମାଧାନ ପାଇଁ ୱାକଫ୍ ସଂଶୋଧନ ବିଲ୍, ୨୦୨୫ ଆଗତ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ନିୟମକୁ ସ୍ପଷ୍ଟ କରିବା, ନିଷ୍ପତ୍ତି ନେବାରେ ଅଧିକ ଲୋକଙ୍କୁ ସାମିଲ କରିବା ଏବଂ ୱାକଫ୍ ସମ୍ପତ୍ତି ଉପଯୋଗ ପଦ୍ଧତିରେ ଉନ୍ନତି ଆଣିବା
Read More...

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଆୟୋଜନରେ ସାମିଲ ହେଲା ଭାରତୀୟ ଯୋଗ ସଂଘ

ସମାରୋହ ଆୟୋଜନକୁ ବଢ଼ାଇବା ଏବଂ ବିଶ୍ୱସ୍ତରରେ ଯୋଗର ଲାଭକୁ ପ୍ରୋତ୍ସାହିତ କରିବା ଲାଗି ସହଭାଗିତା ନୂଆଦିଲ୍ଲୀ, (ପିଆଇବି) : ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫କୁ ମାତ୍ର ୭୯ ଦିନ ବାକି ଥିବା ବେଳେ, ଭାରତୀୟ ଯୋଗ ସଂଘ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ
Read More...

ଲୋକସଭାରେ ଉପକୂଳ ଜାହାଜ ଚଳାଚଳ ବିଲ, ୨୦୨୪ ଗୃହୀତ

ବିଲ୍ ଭାରତର ବିଶାଳ ଏବଂ ରଣନୈତିକ ଉପକୂଳର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଉନ୍ମୁକ୍ତ କରିବାକୁ ଚାହୁଁଛି, ଉପକୂଳ ବାଣିଜ୍ୟ ପାଇଁ ଏକ ଉତ୍ସର୍ଗୀକୃତ ଆଇନଗତ ଢାଞ୍ଚା ପ୍ରଦାନ କରୁଛି : ସର୍ବାନନ୍ଦ ସୋନୱାଲ‘‘ବିଲ୍ ଏକ ମୀତବ୍ୟୟୀ, ଦୀର୍ଘସ୍ଥାୟୀ, ଲଜିଷ୍ଟିକ୍ସ ବିପ୍ଳବ ପାଇଁ ବିକଳ୍ପ ନିମନ୍ତେ ଜାତୀୟ
Read More...

ଥାଇ ରାମାୟଣ ରାମକିୟେନର ମନମୋହକ ପ୍ରଦର୍ଶନ ଦେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଥାଇ ରାମାୟଣ, ରାମକିୟେନର ଏକ ସମୃଦ୍ଧ ପ୍ରଦର୍ଶନ ଦେଖିଛନ୍ତି । ଏହି ଅବସରରେ ସେ ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଗଭୀର ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ବନ୍ଧର ପ୍ରଶଂସା କରିଛନ୍ତି । ଏକ୍ସରେ ପୃଥକ -
Read More...

କୁଟୁରାପାଲି ଗାଁରେ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ ଜଳନ୍ଧର ଦରବାର ଉଦଘାଟିତ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପଞ୍ଚାୟତ କୁଟୁରାପାଲିରେ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଜଳନ୍ଧର ଦରବାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା କମିଟି ସଭାପତି କିରଣ ସାହୁ ମୁଖ୍ୟ ଅତିଥିଭାବରେ ଯୋଗଦେଇ
Read More...

ଜନ୍ମ ମାଟିରେ ମାଁ କୁଶଙ୍ଗାଇଙ୍କ ଅପୂର୍ବ ଯାତ୍ରା

୨ ଦିନ ଆବିର୍ଭାବ ପରେ ପୀଠ ପ୍ରତ୍ୟାବର୍ତ୍ତନ ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗରେ ପୂଜା ପାଉଛନ୍ତି ମାଁ କୁଶଙ୍ଗାଇ । ଯାହା ଫଳରେ କୁଶମେଲ ଗ୍ରାମର ଇଷ୍ଟଦେବୀ ଭାବରେ ଅନୁଷ୍ଠିତ ସମସ୍ତ ପ୍ରତିଷ୍ଠା କାର୍ଯ୍ୟରେ ମାଁ
Read More...

ଓଡିଆରେ ନାମ ଫଳକ ଲେଖିବାକୁ ସଚେତନ ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ ପାଳନ ଅବସରରେ ଚତୁର୍ଥ ଦିନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ, ସୁନ୍ଦରଗଡ଼ ଦ୍ଵାରା ରାଉରକେଲାରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ଲେଖିବା ନିମନ୍ତେ ସଚେତନତା ପଦଯାତ୍ରା ଅନୁଷ୍ଠିତ
Read More...

ଚାଷ ଜମିରୁ ଚୋରି ହେଲା ମଟର

ବେଳପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ପର୍ଲିମାଲରେ ଜଣେ ଚାଷୀଙ୍କ ମୋଟର ଚୋରି ହେଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଚାଷୀ ଆଲୋକ ପାଣିଗ୍ରାହୀଙ୍କ ପର୍ଲିମାଲରେ ଥିବା ବଗିଚା ତଥା ଚାଷ ଜମିରେରେ ପାଣି ମଡେଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ଏକ
Read More...

ବଲାଙ୍ଗିର ଜିଲ୍ଲା ଔଷଧ ବିକ୍ରେତା ସଂଘ ପକ୍ଷରୁ ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ କରାଗଲା ସମ୍ବର୍ଦ୍ଧିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଦୋକାନର ସଂଚାଳକ ତଥା ଖୋଲାନ ଗ୍ରାମ ପଞ୍ଚାୟତର ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ ବଲାଙ୍ଗିର ଜିଲ୍ଲା ଔଷଧ ବିକ୍ରେତା ସଂଘର ସାଧାରଣ ପରିଷଦ ବୈଠକରେ ସମ୍ବର୍ଦ୍ଧିତ
Read More...