କାର୍ବି ଆଙ୍ଗଲୋଙ୍ଗରେ ଯୋଗୋତ୍ସବ କାର୍ଯ୍ୟକ୍ରମ

ଯୋଗ ପାଇଁ ଆସାମ ଏକଜୁଟ୍‌ ୭୮ ଦିନ ପରେ ଅନ୍ତର୍ଜାତୀୟ ଯୋଗ ଦିବସ ନୂଆଦିଲ୍ଲୀ, (ପିଆଇବି) : ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ର ଅବଗଣନା ଜାରି ରହିଥିବା ବେଳେ, ଯୋଗର ଉତ୍ସାହ ଆସାମର କାର୍ବି ଆଙ୍ଗଲୋଙ୍ଗର ଦିଫୁ ପୋଲିସ୍ ରିଜର୍ଭ କ୍ୟାମ୍ପ ପଡିଆରେ ପ୍ରତିଧ୍ୱନିତ ହୋଇଥିଲା,
Read More...

ତୀର୍ଥରାଜ ଦଳପତି ପାଇଲେ ଲୋକକଳା ନୃତ୍ୟ ବରପୁତ୍ର ସମ୍ମାନ

ଜୟପାଟଣା, (ଶେଷଦେବ ବେହେରା) : ରାଜ୍ୟ କଳାକାର ମହାସଂଘ ସୋର, ବାଲେଶ୍ଵର ଠାରେ ଗତ ତା ୪.୪.୨୦୨୫ରିଖ ଦିନ ଆୟୋଜିତ କଳାକାର ମହାସଂଘର ମହାଧିବେସନରେ ଜୟପାଟଣାର ବିଶିଷ୍ଟ ଘୁମୁରା ଗୁରୁ ତୀର୍ଥରାଜ ଦଳପତି ଲୋକକଳା ନୃତ୍ୟ ବରପୁତ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏନେଇ କଳାହାଣ୍ଡିର ସମସ୍ତ
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାରେ ନାମଫଳକ ଅଭିଯାନର ସଚେତନତା ପଦଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ 'ଓଡ଼ିଆ ପକ୍ଷ 'ପାଳନ ଅବସରରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏହାର ଚତୁର୍ଥ ଦିବସରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କରେ ଓଡ଼ିଆରେ ନାମ ଫଳକ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିବା ନିମନ୍ତେ
Read More...

ବିମ୍‌ସଟେକ୍ ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାଙ୍କକରେ ବିମ୍‌ସଟେକ ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ସାକ୍ଷାତ କରିଛନ୍ତି ।ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ
Read More...

ଘୋରଡ଼ିଆ ଦୟଣାଚୋରୀ ମେଳଣ ଉପଲକ୍ଷେ ସମନ୍ୱୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭଗବାନ ଶ୍ରୀ ଶ୍ରୀ ରାଧାକାନ୍ତ ଦେବ ଓ ରାଧାମୋହନ ଦେବଙ୍କ ଇତିହାସ ପ୍ରସିଦ୍ଧ ଘୋରଡ଼ିଆ ଦୟଣାଚୋରୀ ମେଳଣ ଆସନ୍ତା ୧୧ ଏପ୍ରିଲ ତାରିଖ ଶୁକ୍ରବାର ମଧ୍ୟ ରାତ୍ରରୁ ଠାକୁରଙ୍କ ଜମାଣ ଉତ୍ସବ ଶୁଭାରମ୍ଭ ହୋଇ ୧୪ ଏପ୍ରିଲ ତାରିଖ
Read More...

ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ

କଳାହାଣ୍ଡି : ପୋଲିସ ଏବଂ ସାଧାରଣ ଜନତା ମୁହାଁମୁହିଁ । ଥାନା ଘେରାଉ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ଜନତା । କଳାହାଣ୍ଡି ଜିଲ୍ଲା ଥୂଆମୂଳ-ରାମପୁର ଥାନା ଏପରି ସ୍ଥିତି ଦେଖିବାକୁ ମିଳିଛି । ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଥାନା ଡୁମେରପଦର
Read More...

ଅଶୁର୍ଲା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗ୍ରାମରେ ଥିବା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଲୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବାଗଦେବୀ ସରସ୍ୱତୀ ଓ ଶ୍ରୀ
Read More...

ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ଜଣକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଡମନିମାଲ ଗ୍ରାମରେ ଶୁକ୍ରବାର ଅପରାହ୍ନ ସମୟରେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଲୋଇସିଂହା ଥାନା ଡୁମେରପାଲି ଗ୍ରାମର ଧୂବେଇ ଚରଣ ଧରୁଆ (୮୦) ବିଗତ
Read More...

ତାରାତାରିଣୀଙ୍କ ଚୈତ୍ରପର୍ବ ଅବସରରେ ବୁଲି ଦେଖିଲେ ମନ୍ତ୍ରୀ, ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଁ ତାରାତାରିଣୀଙ୍କ ବହୁ ପ୍ରତିକ୍ଷିତ ଚୈତ୍ରପର୍ବ ଯାତ୍ରା ୨୦୨୫ ତୃତୀୟ ପାଳିର ମଙ୍ଗଳବାର ଇତି ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଖୁବ ସୁରୁଖୁରେ ସମ୍ପନ୍ନ ହୋଇଯାଇଛି । ଏ ବର୍ଷ ପ୍ରଥମ କରି ଦୁଇ ଜାଗାରେ ଖୋଲା ଯାଇଥିବା ଅନ୍ନଯଜ୍ଞରେ ସକାଳ ୭ ଘଟିକା
Read More...

୨୦୨୪ – ୨୫ ରୁ ୨୦୨୮ – ୨୯ ଆର୍ଥିକ ବର୍ଷ ପାଇଁ ‘ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ – ୨’ (ଭିଭିପି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ - ୨ (ଭିଭିପି - ୨)କୁ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା (୧୦୦% କେନ୍ଦ୍ର ପାଣ୍ଠି) ଆକାରରେ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହା
Read More...