ଚମକିଲେ ଓଡ଼ିଆ ପୁଅ ୟଶ୍ ଜୈନ୍ : ନିଟ୍ ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ହେଲେ ଟପ୍ପର
ବଲାଙ୍ଗିର : ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ପୁଣିଥରେ ଓଡ଼ିଆ ପୁଅ ପ୍ରଥମସ୍ଥାନ ଅକ୍ତିଆର କରିଛନ୍ତି । ଏଥର ସର୍ବଭାରତୀୟ ନିଟ୍ ଏସ୍ଏସ୍ (ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍ସ ପରୀକ୍ଷା-୨୦୨୫)ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ୟଶ ଜୈନ ପ୍ରଥମ ର୍ୟାଙ୍କ ହାସଲ କରିଛନ୍ତି ।!-->…
Read More...
Read More...