ସାଲେପାଲି ଛକ ବସଷ୍ଟପ ପାଲଟିଛି ଗାଈ ଗୁହାଳ : ବସ୍ ଅପେକ୍ଷା ପାଇଁ ଆସି ଯାତ୍ରୀ ଅସନ୍ତୋଷ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁ ଛକରେ ଥିବା ବସଷ୍ଟପ ଏବେ ଗାଈ ଗୁହାଳ ପାଲଟିଛି । ସାଲେପାଲି ଛକରେ ଥିବା ଏହି ବସଷ୍ଟପ ସାମ୍ନାରେ ଗାଈ ବଳଦ ରହୁଥିବା ବେଳେ ଭିତରେ ଗୁହାଳ ସାମଗ୍ରୀ ରଖା ଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଦେଓଗାଁ ବ୍ଲକରୁ!-->…
Read More...
Read More...