ଇପିଏଫ୍ ଟଙ୍କା ଦାବିରେ ଟିଟିଲାଗଡ଼ ପୌର ପରିଷଦର ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଡାକରା
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୌର ପରିଷଦର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିବା ସହ ଦେଇଛନ୍ତି କାର୍ଯ୍ୟ ବନ୍ଦ ଡାକରା । ସେମାନଙ୍କ କହିବାନୁଯାୟୀ ସେମାନଙ୍କ ଇପିଏଫ୍ ଟଙ୍କା କଟୁଛି, କିନ୍ତୁ ସେମାନଙ୍କ ଆକାଉଣ୍ଟରେ ତାହା ଜମା ହେଉନାହିିଁ । ଏଭଳି ଦୁର୍ନୀତି କରିବା ସତ୍ତ୍ୱେ କିପରି!-->…
Read More...
Read More...