୧ମ ବାର୍ଷିକ ଡିଆରକେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୋର ହାଣ୍ଟର୍ସ ଚମ୍ପିୟାନ ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡିଆରକେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ - ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ୧୨ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି
Read More...

ଅଭିଷେକ ପଟ୍ଟନାୟକଙ୍କ ସ୍ମୃତିରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବହୁ ଅନୁଷ୍ଠାନ ସହ ଜଡିତ ସମାଜସେବୀ ଅଭିଷେକ ପଟ୍ଟନାୟକଙ୍କ ସ୍ମୃତିରେ ଆଦ୍ୟଶା ସୋସିଆଲ ଫାଉଣ୍ଡେସନ ତରଫରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସେକ୍ଟର ୧୪ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଦ୍ୟାଶାର ସଭାପତି ଆଶିଷ ଦାସ ଓ
Read More...

ରାଜଗାଙ୍ଗପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଜଗାଙ୍ଗପୁର ବ୍ଲକଠାରେ ଆଜି ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୋଜ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଆଜି ମୋଟ
Read More...

ଝାଡ଼ାବାନ୍ତି ଚାଲିଗଲା ଆଉ ଜଣଙ୍କ ଜୀବନ : ୧୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

ଆଠଗଡ଼ : ଝାଡ଼ାବାନ୍ତି ନେଲା ଜୀବନ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ଗାଁରେ ଝାଡାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ଶାନ୍ତିଲତା ନାଏକ (୫୫ ବର୍ଷ) ବୋଲି ଜଣାପଡ଼ିଛି । ସେହିପରି ତାଙ୍କ ପରିବାରର ଦେବସ୍ମିତା ନାଏକ (୨୭ବର୍ଷ), ବିଶ୍ୱଜିତ
Read More...

କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ : ଗାଧୋଇବାକୁ ଯାଇଥିବାବେଳେ ମହିଳାଙ୍କୁ ଟାଣିନେଲା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଆଳି ବ୍ଲକ୍ କୋଲଢ଼ିଅ ପଞ୍ଚାୟତ ମହାନ୍ତିଗାଁରେ । ମୃତ ମହିଳାଙ୍କ ନାଁ କାଜଲ ମହାନ୍ତି (୪୦) । ଗ୍ରାମବାସୀଙ୍କ ଅଭିଯୋଗ ମହିଳା ଜଣକ
Read More...

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ୍ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାରେ ଅତି ହର୍ଷୋଲ୍ଲାସର ସହିତ ରଜ ସଂକ୍ରାନ୍ତି ପାଳନ ହେଉଥିବା ସମୟରେ କନ୍ୟାଶ୍ରମଠାରେ ପହଞ୍ଚି ଥିଲା ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ । ଉତ୍ସବ ମୁଖରିତ ଇସ୍ପାତ ସହରର ଅଦୃଷ୍ଟରେ ରହି ଯାଇଥିବା କନ୍ୟାଶ୍ରମର
Read More...

ଯୁବ ହଷ୍ଟେଲର ରଜ ମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ରଜ ମିଳନ କାର୍ଯ୍ୟକ୍ରମ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୁବ ହଷ୍ଟେଲର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଆବାହକତ୍ଵରେ ଆୟୋଜିତ ଏହି ରଜମିଳନ
Read More...

କଣ୍ଟାବାଞ୍ଜି ତହସିଲରେ ତହସିଲଦାର ରାଜବାଡ଼ି ଶାସନ

ତହସିଲଦାରଙ୍କ ନାହିଁ କାର୍ଯ୍ୟଳୟ ଭୟ କରନ୍ତି ଗ୍ରାମାଂଚଳ ଗରୀବ ଲୋକେଉପଜିଲ୍ଲାପାଳ କହିଲେ ସେମିତି ହେବା ଅନୁଚିତ ସବୁବେଳେ ଆକ୍ଜୁକ୍ୟୁଟିଭ କ୍ଷମତାରେ ଅବସ୍ଥାପିତମାଜିଷ୍ଟ୍ରେଟ ପୋଡ଼ିୟମ ଉପରେରେ ବସନ୍ତି ତହସିଲଦାର ତୁରେକେଲା, (ପିତାମ୍ବର ଦୀପ) : ନିୟମ ସମସ୍ତଙ୍କ ପାଇଁ ସମାନ ।
Read More...

କେସିଙ୍ଗା ପୋଲିସ ଜବତ କଲା ୧୬ ଲିଟର ବିଦେଶୀ ଓ ୩ ଲିଟର ଦେଶୀ ପାଉଚ ମଦ

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡିଶା ସାରା ମଦ ଦୋକାନ ଉପରେ ଚଢାଉ ଓ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜୋରସୋରରେ ଚାଲିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ କିଛି ଦିନ ତଳେ ୱାର୍ଡ ନମ୍ବର ୮ରେ ମଦ କୋଠି ବନ୍ଦ ନେଇ ଜୋରଦାର ବିରୋଧ ଦେଖିବାକୁ ମିଳିଛି ଓ କାଲି
Read More...

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି : ଜୁନ୍ ୨୦ରୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଖୋଲିବ ସ୍କୁଲ । ୫୮ ଦିନ ପରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଷ୍ମ
Read More...