ଲାଇଭ୍ ହେଲା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍

ନିଜର ୧୨ତମ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ ପଞ୍ଜୀକରଣକୁ ସରଳ କରିବ ଏହି ପୋର୍ଟାଲପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିଜର ଦ୍ୱାଦଶ ସ୍ୱାଧୀନତା ଦିବସ ନୂଆଦିଲ୍ଲୀ, (ପିଆଇବି) : ଭାଷଣରେ ଘୋଷଣା…
Read More...

ଛତ୍ରପୁର ଜାତୀୟ ରାଜପଥ ସଙ୍ଗମ ସ୍ଥଳ ମରଣଯନ୍ତା ପାଲଟିଛି : ଫ୍ଲାଏ ଓଭର ବ୍ରିଜ୍ ନଥିବାରୁ ଦୈନିକ ଦୁର୍ଘଟଣା ବୃଦ୍ଧି…

ଦୈନିକ ଜଣ ଜଣଙ୍କର ଜୀବନ ହାନି ଘଟୁଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜାତୀୟ ରାଜପଥ ସଙ୍ଗମ ସ୍ଥଳ ମରଣଯନ୍ତା ପାଲଟିଛି । ଫ୍ଲାଏ ଓଭର ବ୍ରିଜ୍ ନଥିବାରୁ ଦୈନିକ ଦୁର୍ଘଟଣା ଘଟୁଛି । ବର୍ଷ ବର୍ଷ ଧରି ଦିନ ଗଢ଼ି ଯାଉଛି, ଫ୍ଲାଏ ଓଭର୍ ବ୍ରିଜ୍ ନିର୍ମାଣ ନାଁ ଗନ୍ଧ ଦିଶୁ…
Read More...

ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ଓ ଗାଁ ଲୋକ ମୁହାମୁହିଁ

ଭିଡ଼ିଓ ଭାଇରାଲ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ପୋଲିସ ହଟ୍ଟହଟା । ପୋଲିସ ସହ ଧସ୍ତାଧସ୍ତି ସହ ମାରପିଟ୍ କଲେ ଗାଁର କିଛି ଲୋକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ । ଗାଁର ପ୍ରେମୀ ଯୁଗଳ…
Read More...

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସର ଜନ-ଅଭିଯୋଗ କାର୍ଯ୍ୟସୂଚୀ ପ୍ରକାରେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅବିଳାଷ ଜିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଆଜି ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏହି…
Read More...

ଜାତୀୟ ରାଜପଥରେ ଏଲ୍‌ଟି କେବୁଲ ବିଦ୍ୟୁତ ତାର ଛିଣ୍ଡିଲା : ଅଳ୍ପକେ ବର୍ତ୍ତିଲେ ଯୁବକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଶନି ମନ୍ଦିରର ପାଶ୍ୱରେ ଯାଇଥିବା ଷୋହଳ ନମ୍ବର ଜାତୀୟ ରାଜପଥ ଉପରେ ଯାଇଥିବା ଏଲ୍ ଟି କେବୁଲ ବିଦ୍ୟୁତ ତାର ହଟାତ ଛିଣ୍ଡି ପଡିଥିଲା । ସେହି ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକଙ୍କ ଉପରେ ତାର ପଡି ଯାଇଥିଲା । ଫଳରେ ଯୁବକ ଜଣକ ଗାଡିରୁ…
Read More...

ନୂଆଁଖାଇ ପାଇଁ ତିନି ଦିନ ସରକାରୀ ଛୁଟି ଘୋଷଣା ଦାବୀ

୨୭ରେ ଲାଗିବ ମାଁ ପାଟଣେଶ୍ୱରୀ ମନ୍ଦିରରେ ଲାଗିବ ନୂତନ ଘଣ୍ଟି ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ ଦିଲ୍ଲୀ ରୁ ପଲ୍ଲି ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ ହୋଇଥାଏ । ଏହା କୃଷି ଭିତ୍ତିକ ପର୍ବ ହୋଇଥିବା ବେଳେ ଦିର୍ଘ ବର୍ଷ ହେଲା ତିନି ଦିନ ଛୁଟି ଘୋଷଣା ପାଇଁ…
Read More...

ମହାରାଷ୍ଟ୍ର ପୁନେରେ ପ୍ରବାସୀ ଓଡ଼ିଆଙ୍କ ଜନ୍ମାଷ୍ଟମୀ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରାଷ୍ଟ୍ର ପୁନେରେ ପ୍ରବାସୀ ଓଡ଼ିଆମାନେ ସମସ୍ତେ ଏକତ୍ରିତ ହୋଇ ହିନ୍ଦୁ ଧର୍ମର ବଡ ପର୍ବ ଜନମାଷ୍ଟମୀ ପାଳନ କରିଛନ୍ତି ଅଗଷ୍ଟ ମାସର ପନ୍ଦର ତାରିଖ ଦିନ । ଏହି ପର୍ବ ହେଉଛି ଭକ୍ତି, ନମ୍ରତା ଏବଂ ଧାର୍ମିକତାର ପରିଚୟ, ଏହାର ବିବିଧ ପରମ୍ପରା ଏବଂ…
Read More...

ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲଙ୍କ ପିତା ରସାନନ୍ଦ ସାମଲଙ୍କ ସୋମବାର ପାଇକମାଲ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଦୀର୍ଘ ଦିନରୁ ଶଯ୍ୟାଶାୟୀ ଥିଲେ ଏବଂ ଚିକିତ୍ସିତ ହେଉଥିଲେ । ମୁତ୍ୟୁ ବେଳକୁ…
Read More...

୧୫ ବର୍ଷରୁ ପୁରୁଣା ମାମଲାରେ ଆକ୍ରମଣ ଅଭିଯୁକ୍ତକୁ ୨ବର୍ଷ ଜେଲ

ସଇଁନ୍ତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଭାଗ୍ୟଶ୍ରୀ ପତି ଏକ ୧୫ବର୍ଷ ପୁରୁଣା ଟାଙ୍ଗିଆରେ ଆକ୍ରମଣ ଘଟଣାର ବିଚାର କରି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ରାୟ ପ୍ରକାଶ କରିଛନ୍ତି । ରାୟରେ ଅଭିଯୁକ୍ତ ସଇଁତଲା ଥାନା…
Read More...

ଇଗ୍ନୋ ଡିଇସିଇ ପାଠ୍ୟକ୍ରମର ଓଡ଼ିଆ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରିବା ପାଇଁ ବିଗତ ଜୁନ୍‌ ୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା । ଏହି ବୁଝାମଣା…
Read More...