ବାର୍ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା : ଯୁବକ ଗିରଫ
ହରଭଙ୍ଗା : ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ବାର୍ହା ମାଂସ ଖାଉଥିବା ବେଳେ ରିଲ୍ ବନାଇ ଛାଡ଼ିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଲା । ବାର୍ହା ମାଂସ ଖାଇ ସୋସିଆଲ ମିଡିଆରେ ଛାଡିଥିବା ଘଟଣାକୁ ନେଇ ବୌଦ୍ଧ ଜିଲ୍ଲା ଗନ୍ଦିସର୍ ଗ୍ରାମର ୨୦ ବର୍ଷୀୟ ଯୁବକ ବିକ୍ରମ ନାୟକଙ୍କୁ ଗିରଫ କରିଛି ବୌଦ୍ଧ!-->…
Read More...
Read More...