ୟୁରିଆ ସାର ବୋଝେଇ ପିକଅପ ଗାଡିକୁ ଅଟକ ରଖିଲେ ବିରିପାଲି ଗ୍ରାମବାସୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଦିନକୁ ଦିନ ୟୁରିଆ ସାରର ଅଭାବ ଦେଖା ଦେଇଥିବା ବେଳେ ଚଢା ଦରରେ ବିକ୍ରି ଅଭିଯୋଗ ହେଉଛି । ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ପଞ୍ଚାୟତର ଚାଷୀଙ୍କୁ ୟୁରିଆ ସାର ବିକ୍ରି ନ କରି ସ୍ଥାନୀୟ ରିଟେଲର!-->…
Read More...
Read More...