ହିଞ୍ଜିଳି ବ୍ଲକରେ ୮ ମାସ ହେଲା ଉନ୍ନୟନ କାର୍ଯ୍ୟ ଠପ୍
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ହିଞ୍ଜିଳି ବ୍ଲକରେ ଦେଖିବାକୁ ମିଳିଛି, ଅଭାବନୀୟ ଘଟଣା । ବ୍ଲକରେ ଆଠ ମାସ ହେଲା ଉନ୍ନୟନ ମୂଳକ କାମ ଠପ୍ ହୋଇଥିବା ସୂଚନା ମିଳିଛି । ଯାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର!-->…
Read More...
Read More...