ଆବାସ ଗୃହ ପାଇ ମଧ୍ୟ କାମ ଆରମ୍ଭ କରିନଥିବା ହିତାଧିକାରୀଙ୍କୁ ଚେତାବନୀ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ୭୫୦ ଜଣ ଆବାସ ଯୋଜନା ହିତାଧିକାରୀ ରହିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇ ମଧ୍ୟ ଘରକାମ ଆରମ୍ଭ କରି ନାହାନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ୨୧୮ ଜଣ ହିତାଧିକାରୀ…
Read More...

ଜିଲ୍ଲା କୃଷି ବିଭାଗ ପକ୍ଷରୁ ବିଶ୍ୱ ମୃତ୍ତିକା ଦିବସ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିଟେକନିକ ମହାବିଦ୍ୟାଳୟ ଠାରେ ବିଶ୍ୱ ମୃତ୍ତିକା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରୁଦ୍ରଦେବ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ…
Read More...

ଅଧିବକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ବଳଦେବ ପଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ଡିସେମ୍ବର ୭ ତାରିଖ ରବିବାର ଦିନ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ପାଇଁ ପ୍ରସ୍ତୁତି ଚୂଡାନ୍ତ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଟିଟିଲାଗଡ ମାଟିର ହୀରା ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କଳାକାର ଏକତା ମଞ୍ଚ ଓଡିଶା ତରଫରୁ ଡିସେମ୍ବର ୭ ତାରିଖ ରବିବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ଏକ ସାଂସ୍କୃତିକ…
Read More...

ଚଳଚ୍ଚିତ୍ର ପ୍ରମାଣନ ପାଇଁ ଯାଞ୍ଚ ଏବଂ ସଂଶୋଧନ କମିଟିରେ ୫୦% ମହିଳାଙ୍କ ଅଂଶଗ୍ରହଣ ସୁନିଶ୍ଚିତ କଲା ସିବିଏଫସି

ତଥ୍ୟ ସୁରକ୍ଷା ଓ ଗୋପନୀୟତା ପାଇଁ କ୍ୟୁଆର କୋଡ୍ ସଂଶୋଧନ; ପ୍ରମାଣନ ସୂଚନା ପାଇବା ପାଇଁ ଲୋକଙ୍କ ସୁବିଧା ହେବନି ପ୍ରଭାବିତ ନୂଆଦିଲ୍ଲୀ, (ପିଆଇବି) : ସିନେମାଟୋଗ୍ରାଫ୍ ପ୍ରମାଣନ ନିୟମ, ୨୦୨୪ ଅନୁଯାୟୀ, ବୋର୍ଡ ଏବଂ ପରାମର୍ଶଦାତା କମିଟି ରେ ଏକ ତୃତୀୟାଂଶ ମହିଳା ସଦସ୍ୟ ରହିବାକୁ…
Read More...

ବୈଶାଖି ନାଟ୍ୟ ମହୋତ୍ସବ -୨୦୨୫ ଉଦଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସୌଜନ୍ୟ ତଥା ବଲାଙ୍ଗିର-ସୋନପୁର ନିର୍ମାଣ ଶ୍ରମିକ ସଂଘ, ବୁର୍ଡା ଆନୁକୂଲ୍ୟରେ ବୁର୍ଡା ସ୍ଥାନୀୟ ରାଧାକୃଷ୍ଣ କଲ୍ୟାଣ ମଣ୍ଡପ ଠାରେ ତିନିଦିନ ଧରି ଆୟୋଜିତ ହୋଇଥିବା ବୈଶାଖି ନାଟ୍ୟ ମହୋତ୍ସବ…
Read More...

ଟିଟିଲାଗଡ ଲାୟନ୍ସ ଡେନରେ ଅନ୍ତର୍ଜାତୀୟ ଲିଓ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସନ୍ଧ୍ୟାରେ ଲିଓ କ୍ଲବ ସଭାପତି ପ୍ରତ୍ୟୁସ ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ଲାୟନ୍ସ ଡେନ ଠାରେ ଅର୍ନ୍ତଜାତୀୟ ଲିଓ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପିଡିଜି ଯମୁନା ପ୍ରସାଦ ଗୋଏଲ, ସମ୍ମାନିତ ଅତିଥି ଭାବେ ଲାୟନ୍ସ…
Read More...

ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତର ପରିଣାମଗୁଡ଼ିକର ତାଲିକା

ବୁଝାମଣାପତ୍ର ଏବଂ ରାଜିନାମା ପ୍ରବାସ ଏବଂ ପରିବହନ : ଭାରତ ଏବଂ ରୁଷ ସରକାରଙ୍କ ମଧ୍ୟରେ ଗୋଟିଏ ଦେଶର ନାଗରିକଙ୍କ ଅନ୍ୟ ଦେଶର ଅଞ୍ଚଳରେ ଅସ୍ଥାୟୀ ଶ୍ରମ କାର୍ଯ୍ୟକଳାପ ଉପରେ ରାଜିନାମା । ବେଆଇନ ପ୍ରବାସର ମୁକାବିଲା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ରୁଷ ସରକାରଙ୍କ ମଧ୍ୟରେ…
Read More...

ଇଣ୍ଡିଗୋ ସେବା ବ୍ୟାଘାତ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ବିବୃତ୍ତି

● ଆସନ୍ତାକାଲି ସୁଦ୍ଧା ସମୟସୂଚୀ ସ୍ଥିର ହେବା ସହିତ ତିନି ଦିନ ମଧ୍ୟରେ ସ୍ୱାଭାବିକ ହେବ ବିମାନ ସେବା● ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଲେ ଭାରତ ସରକାର; ଭବିଷ୍ୟତରେ ଏପରି ବିଭ୍ରାଟ ରୋକିବାକୁ ନିଆଯିବ ପଦକ୍ଷେପ ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଦେଶର ବିଭିନ୍ନ ସ୍ଥାନରେ ଇଣ୍ଡିଗୋର…
Read More...

ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଓ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମ ଦିନ ବିଦ୍ୟାଳୟ ପରିଚାଳନା ସଭାପତି ଗୀତାଞ୍ଜଳି ନାଏକଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅତିଥି ଶିକ୍ଷକ ସୁବାଷ…
Read More...