ଟିଟିଲାଗଡ଼ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ସବୁଠାରୁ ପୁରୁଣା ଓ ଖ୍ୟାତି ଅର୍ଜନ କରିଥିବା ମହାବିଦ୍ୟାଳୟ ଭିତରୁ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଅନ୍ୟତମ । ସେପ୍ଟେମ୍ବର ୯ ତାରିଖ ହେଉଛି ଏହି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ । ଏହି ଦିବସକୁ ଅତି ଆଡ଼ମ୍ବର ସହିତ ମହାବିଦ୍ୟାଳୟ
Read More...

“ଉଲ୍ଲାସ” କାର୍ଯ୍ୟକ୍ରମରେ ହୁମ୍ମା କେଉଟ ସାହି ହେଲା ଉଜ୍ଜ୍ୱଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ । ଶିକ୍ଷାର ଆଲୋକ ଅଜ୍ଞାନତାର ଅନ୍ଧକାରକୁ ଦୂର କରି ଜୀବନକୁ ଜ୍ଞାନର ଦୀପ୍ତିରେ ଆଲୋକିତ କରେ । ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ‘ଉଲ୍ଲାସ–ନବ ଭାରତର ଏକ ପ୍ରୟାସ’ ଶୀର୍ଷକରେ ହୁମ୍ମା କେଉଟ ସାହିରେ ଏକ ଶିକ୍ଷାମୂଳକ ଓ
Read More...

ରମ୍ଭାରେ ରାଜନୈତିକ ହିଂସା : ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରମ୍ଭାରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳକୁ ନେଇ ଗତକାଲି ଘଟିଥିବା ରାଜନୈତିକ ହିଂସା ମାମଲାରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ, ରମ୍ଭା ଏନ୍ଏସି ଓ ତାଙ୍କ ସହଯୋଗୀ ବିନାୟକ ପରିଡ଼ା (୨୯) । ଜାମିନ
Read More...

ମାକ୍ରିପଡ଼ା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଦୁଇଟି ଅସାମାଜିକ କାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲେବଡ଼ା ପଞ୍ଚାୟତର ମାକ୍ରିପଡ଼ା, ସରଧାପୁର ତଥା ଗଣ୍ଡପଦର ଭଳି ଗ୍ରାମାଞ୍ଚଳଗୁଡ଼ିକରେ ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ତିନି ଗୋଟି ଗ୍ରାମର ଜନଜୀବନରୁ ଆରମ୍ଭ କରି ପଶୁପକ୍ଷୀ
Read More...

ବେଲପଡ଼ାରେ ମଦକୁ ନେଇ ପାରିବାରିକ କଳହ, ସ୍ତ୍ରୀ ମୃତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ମଦ୍ୟପାନକୁ କେନ୍ଦ୍ର କରି ପାରିବାରିକ କଳହରୁ ଘଟିଛି ଛାତିଥରା ହତ୍ୟାକାଣ୍ଡ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଭରୁଆପାଲି ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୨୫ ବର୍ଷୀୟା ରଂଜିତା କରୁଆଁ । ଅଭିଯୋଗ ଅନୁସାରେ,
Read More...

୯ମ ରାଷ୍ଟ୍ରୀୟ ପୋଷଣ ମାସ : ଏକ ମାସବ୍ୟାପୀ ପୋଷଣ ଉତ୍ସବ

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରୀୟ ପୋଷଣ ମାସ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା', ଶିଶୁ, କିଶୋର-କିଶୋରୀ ଏବଂ ସେମାନଙ୍କ ପରିବାରରେ ପୋଷଣ, ସ୍ୱାସ୍ଥ୍ୟ ଏବଂ ଯତ୍ନ ନେବାର ବ୍ୟବହାରକୁ ସୁଦୃଢ଼ କରିବା ସହିତ ଜନସମୁଦାୟକୁ ସଚେତନ କରିବା ପାଇଁ ଏକ
Read More...

ପ୍ରଭାବୀ ଯୋଗାଯୋଗ ନିମନ୍ତେ ମାନବୀୟ ସମ୍ବେଦନଶୀଳତା ଜରୁରୀ : ଏଡିଜି ଅଖିଳ ମିଶ୍ର

ରାଞ୍ଚି ଠାରେ ଆଇଏମପିସିସି ବୈଠକ ଅନୁଷ୍ଠିତ ରାଞ୍ଚି, (ପିଆଇବି) : ରାଞ୍ଚି ସ୍ଥିତ ୟୁଆଇଡିଏଆଇ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ଏକ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଆଇବି ଭୁବନେଶ୍ୱର ଓ ରାଞ୍ଚିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି)
Read More...

ସିଏସଆଇଆର-ଆଇଏମଏମଟି ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ

କ୍ରିଟିକାଲ ମିନେରାଲ୍ସ କ୍ଷେତ୍ରରେ ଭାରତ-ଆମେରିକା ସହଯୋଗ ବୃଦ୍ଧି ଭୁବନେଶ୍ୱର, (ପିଆଇବି) : ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା କନସୁଲ ଜେନେରାଲଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟି (CSIR-IMMT) ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ପ୍ରତିନିଧି ଦଳ
Read More...

ଦେଶର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନାର ୧୭ ଜିଲ୍ଲା ହେବେ ଉପକୃତବର୍ତ୍ତମାନର ରେଳ ନେଟୱର୍କ କ୍ଷମତାରେ ୫୪୦ କିଲୋମିଟର ବୃଦ୍ଧି ହେବ୧୦,୦୨୧ କୋଟି ଟଙ୍କାର ବ୍ୟୟବରାଦ ସହିତ ୨୦୨୯-୩୦ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଯୋଜନା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...

ଖଡ଼ଗପୁର-ଝାରସୁଗୁଡ଼ା (ବାଗଡିହି) ଚତୁର୍ଥ ଲାଇନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୧୪ଟି ଜିଲ୍ଲାକୁ ନେଇ ୩ଟି ରେଳମାର୍ଗ ପ୍ରଶସ୍ତିକରଣ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ ମଞ୍ଜୁରିମୋଟ୍‌ ୧୦,୭୮୩ କୋଟି ଟଙ୍କା ବ୍ୟୟବରାଦ ସହିତ ୨୦୨୯-୩୦ ସୁଦ୍ଧା ସବୁ ପ୍ରକଳ୍ପ କାମ ସାରିବାକୁ ଯୋଜନା ନୂଆଦିଲ୍ଲୀ, (ପିଆଇବି) :
Read More...