ଡେଲାଙ୍ଗରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଗତକାଲି ଡେଲାଙ୍ଗର ସରକରୀ ଉଚ୍ଚ ବିଦ୍ୟାଳୟ, ବେରବୋଇ କେନ୍ଦ୍ରରେ ୧୫୦ ଜଣ ପରୀକ୍ଷାର୍ଥୀ ଓ ରଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ବଜାର ପରୀକ୍ଷା କେନ୍ଦ୍ରରେ ୧୫୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ମଣ୍ଡଳ ସହ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡାଙ୍କ ଠାରୁ ସୁଚନା ମିଳିଛି ।

Leave A Reply

Your email address will not be published.