pr

ଦୁଲଦୁଲି କଳା ପରିଷଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳ ରଙ୍ଗମଞ୍ଚରେ ଦୁଲଦୁଲି କଳା ପରିଷଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କଳା ସଙ୍ଗଠକ ପ୍ରଭାସ କୁମାର ପାଣିଗ୍ରାହୀଙ୍କୁ ପରିଷଦ ସଭାପତିଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ବୈଠକରେ ଉପସଭାପତି ଦିନେଶ ଶର୍ମା, ସମ୍ପାଦକ ବାସୁଦେବ ସା, ଯୁଗ୍ମ ସମ୍ପାଦକ ସୁଦାମ ବିଶି, କୋଷାଧ୍ୟକ୍ଷ ସତ୍ୟବାନ ନାଗ, ସାଂସ୍କୃତିକ ସମ୍ପାଦକ ରିମା ବାଗ, କାର୍ଯ୍ୟକ୍ରମ ସହାୟିକା ଡଲି ବାଗ, ଉପଦେଷ୍ଟା ଏନ୍‌ଏସ୍‌ଡ଼ିଆନ୍‌ ରାମଚନ୍ଦ୍ର ସାହୁ, ଓଡ଼ିଶା ସଙ୍ଗୀତ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ କଣ୍ଠଶିଳ୍ପୀ ନବୀନ କୁଅଁର, କୁନା ବାଗ, ଅଶୋକ ମେହେର, ବୀରେନ୍ଦ୍ର କୁମାର ଝାଙ୍କର, ଡା. ଲଳିତ କୁମାର ସାହୁ, ଟଙ୍କଧର ମହାମଲ୍ଲିକ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.