csstore

ବଲାଙ୍ଗିର ଜିଲ୍ଲାପାଳଙ୍କ ରାଜେନ୍ଦ୍ର ପାର୍କ, ଚିଲଡ୍ରେନ ପାର୍କ ଏବଂ କରଙ୍ଗାକାଟା ଓ ରାଣୀବନ୍ଧ ଜଳାଶୟକୁ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ରାଜେନ୍ଦ୍ର ପାର୍କ ଓ ଚିଲଡ୍ରେନ ପାର୍କର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିମନ୍ତେ ପରିଦର୍ଶନ କରିଛନ୍ତି । ବଳିଷ୍ଠ ଐତିହ୍ୟ ସଂପନ୍ନ କରଙ୍ଗାକାଟା ଓ ରାଣୀବନ୍ଧ ଜଳାଶୟର ସୌନ୍ଦର୍ଯ୍ୟକରଣ ପାଇଁ ପରିଦର୍ଶନ କରିଛନ୍ତି ଏବଂ ଆନୁସାଙ୍ଗିକ ସୁବିଧା ପାଇଁ ମହାଲକ୍ଷ୍ମୀ ନଗରଠାରେ ଥିବା ପ୍ରସ୍ତାବିତ ଅଡିଟୋରିୟମ୍ ସାଇଟ୍‌କୁ ମଧ୍ୟ ପରିଦର୍ଶନ କରିଥିବା ବେଳେ ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ବଲାଙ୍ଗିର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.