oom

ପ୍ରିଜାଇଡିଂ ଅଫିସର ବାଲାଟ ପେପର ମୋଡି ଦେବା ଅଭିଯୋଗ

jsmm

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବାଉଁଶବଣିଆ ରାଜନଗର ଅଞ୍ଚଳରେ ପ୍ରିଜାଇଡିଂ ଅଫିସର ବାଲାଟ୍ ପେପର ମୋଡି ଦେବା ସନ୍ଦେହ କରି ଗ୍ରାମବାସୀ ମତଦାନ ବନ୍ଦ କରିଥିବା ଜଣାପଡିଚି ଫଳରେ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି । ଖବର ପଶଇ ପୋଲିସ ଓ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.