ଅନୁଗୁଳ : ଅନୁଗୁଳ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରେ ଆଜି ଟ୍ରଲର ଓଲଟି ଦୁର୍ଘଟଣା ଝଟିଥିବା ଜଣାପଡିଛି । ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଗୋଳାବନ୍ଧର ସନ୍ତୋଷ ସାହୁ ବୋଲି ଜଣାପଡିଛି । ଘଟଣାର ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି । କ୍ଷତିପୂରଣ ଦାବୀରେ ସହଯୋଗୀ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରଖିଥିବା ଜଣାପଡିଛି ।
Prev Post