ବିପୁଳ ପରିମାଣର ବ୍ରାଉନସୁଗାର ଜବତ : ୪ ଗିରଫ

ପୁରୀ : ଆଜି ପୁରୀ ଜିଲ୍ଲାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ଏହି ମାମଲାରେ ୪ ଜଣ ଅଭିଯୁକ୍ତ ବେପାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ପୁରୀ ସହରର ବାସେଳି ଥାନାର ମାଟିତୋଟାରେ ଏସ୍‌ଟିଏଫ୍‌ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିବା ବେଳେ ବିପୂଳ ପରିମାଣରେ ବ୍ରାଉନ୍‌ ସୁଗାର ଜବତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ୩୫୬.୬୬ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା । ଜବତ ହୋଇଥିବା ବ୍ରାଉନ୍‌ ସୁଗାରର ମୂଲ୍ୟ ୩୫ ଲକ୍ଷ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.