oom

ଆଜି ସରସ୍ୱତୀ ପୂଜା : ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା କଟକଣା ମଧ୍ୟରେ ବିଦ୍ୟା ଦାତ୍ରୀଙ୍କ ପୂଜା ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟା ଦାତ୍ରୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସହରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ସିଏନ୍‌ସି କଲେଜ, ଜେଆଇଟିଏମ୍‌ କଲେଜ, ଜେଏସ୍‌ଏମ୍‌ କଲେଜ, ମହାବୀର କଲେଜ, ପୂଜା କୋଚିଙ୍ଗ, ଦାସ କୋଚିଙ୍ଗ, ଇପ୍‌ସମ୍‌ କୋଚିଙ୍ଗ ଆଦି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ସୀମିତ ସଂଖ୍ୟକ ପିଲାଙ୍କୁ ନେଇ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟରେ କେବଳ ଶିକ୍ଷାନୁଷ୍ଠାନରେ ପୂଜାକୁ ଅନୁମତି ମିଳିଥିବାରୁ କୋଭିଡ କଟକଣାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

jittmm
Leave A Reply

Your email address will not be published.