oom

ଡକାୟତ ଗ୍ୟାଙ୍ଗକୁ କାବୁ କଲା ପୋଲିସ

jsmm

ପାତ୍ରପୁର : ଜରଡ଼ା ଥାନା ମୁଣ୍ଡୁକେରି ଗ୍ରାମ ପୋଖରୀ ହୁଡ଼ା ନିକଟରୁ ଏକ ଡ଼କାୟତ ଗ୍ୟାଙ୍ଗକୁ ଗତକାଲି ଜରଡ଼ା ପୁଲିସ କାବୁ କରିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୬ଜଣିଆ ଦଳ ବିଶିଷ୍ଟ ଏକ ଡ଼କାୟତ ଗ୍ୟାଙ୍ଗ ଡକାୟତି କରିବା ପାଇଁ ଯୋଜନା କରିଥିବା ସମୟରେ ପୁଲିସ ସେମାନଙ୍କୁ କାବୁ କରିଥିଲା । ପୁଲିସ ୪ଜଣ ଡ଼କାୟତକୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇ ଡ଼କାୟତ ଖସି ପଳେଇଥିଲେ ।

jittmm
Leave A Reply

Your email address will not be published.