ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସୁବର୍ଣ୍ଣପୁର ଶାଖାର ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ଥାନୀୟ ସୁବର୍ଣ୍ଣପୁର ଜିଲ୍ଲା ଅଏଁଲାଛାଟର ଫରେଷ୍ଟର ଗୋଦାମ ଠାରେ ସୁବର୍ଣ୍ଣପୁର ଶାଖାର ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଏଥିରେ ଅନୁଷ୍ଠାନକୁ ଆହୁରି ଆଗକୁ ନେବା ପାଇଁ ନୂଆ ନୂଆ ସଂଗ୍ରାମୀ ଭାଇ ମାନଙ୍କୁ ଦାୟିତ୍ଵମାନେ ପ୍ରଦାନ କରାଯାଇଥିଲା ଏବଂ ସ୍ଵତନ୍ତ୍ର କୋଶଲ୍ ରାଜ୍ୟ ଦାବୀକୁ ତୀବ୍ରତର କରାଯିିବା ପାଇଁ ସଂକଳ୍ପ ନିଆଯାଇଥିଲା ।

Leave A Reply

Your email address will not be published.