ଅବହେଳା କରନ୍ତୁ ନାହିିଁ, ସ୍ୱାସ୍ଥ୍ୟକୁ ସଙ୍କଟରେ ପକାନ୍ତୁ ନାହିିଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ । ସରକାରଙ୍କ ଦ୍ଵାରା ଜାରି ସମସ୍ତ କୋଭିଡୟ ନିୟମର ଅନୁପାଳନ କରନ୍ତୁ । ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଥିଲେ ମାସ୍କ ସଠିକ୍ ଭାବରେ ପରିଧାନ କରନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.