oom

ସୌନ୍ଦର୍ଯ୍ୟକରଣ ପାଇଁ ୧୧୦ ପ୍ରକାର ଫୁଲଚାରା ରୋପଣ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନବବର୍ଷ ଆରମ୍ଭରେ ଗତକାଲି ଡେଲାଙ୍ଗ ବ୍ଲକ ପରିସରକୁ ସୌନ୍ଦର୍ଯ୍ୟକରଣ ଓ ସୁସ୍ଥ ପରିବେଶ ପାଇଁ ୧୧୦ ପ୍ରକାର ଫୁଲଚାରା ରୋପଣ କରାଯାଇଛି । ପ୍ରକୃତିର ସୌଦର୍ଯ୍ୟଭରା ପରିବେଶ ସୃଷ୍ଟି ନେଇ ବ୍ଲକ ପରିସରରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବୀନ୍ଦ୍ର ବଳବନ୍ତରାୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ବାଲୁଙ୍କେଶ୍ଵର ମହାପାତ୍ର, ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡ଼ା, ଗୋପାଳ ସ୍ବାଇଁ, କୈଳାସ ସ୍ବାଇଁ, ସମାଜିକ କର୍ମୀ ନବଘନ ପରିଡ଼ା, ଆଲୋକ ପେଣ୍ଠଇ, ଜଗଦୀଶ ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ତପନ ଚନ୍ଦ୍ର ଦାସ, ସହକାରୀ ଯନ୍ତ୍ରୀ ରାଜେଶ୍ଵର ମହାରଣା, କନିଷ୍ଠ ଯନ୍ତ୍ରୀ ଚିତ୍ରୋତ୍ପଳା ନାୟକ, ଜଗନ୍ନାଥ ରାଉତଙ୍କ ସମେତ ପଞ୍ଚାୟତରାଜ ପ୍ରତିନିଧିମାନେ ଏହି ମହାନକାର୍ଯ୍ୟକ୍ରମ ଫୁଲ ଚାରା ରୋପଣରେ ସାମିଲ ହୋଇଥିଲେ । ଖାଦ୍ୟ ଓ ଯୋଗାଣ ବିଭାଗର ଖୁଚୁରା ବିତରକମାନେ ଏହୀ ସମସ୍ତ ଫୁଲ ଚାରା ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.