pakka

ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଲା ମାହେଶ୍ୱରୀ ସଂଗଠନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ମହିଳା ପୋଲିସର ସ୍କୁଟି ପେଟ୍ରୋଲିଂକୁ ମାହେଶ୍ୱରୀ ମହିଳା ଶାଖା ତରଫରୁ ବଲାଙ୍ଗିର ପୋଲିସ ଅଧିକ୍ଷକ ନିତିନ କୁଶଳକରଙ୍କୁ ଭେଟି ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛି । ମାହେଶ୍ୱରୀର ସୌମ୍ୟ ପଣ୍ଡା, ଆଶିଷ ଜେନା, ସୋନିଆ ବେଜ, ଅଙ୍କିତା ପଟ୍ଟନାୟକ, ଇସିକା ଦାସ, ବର୍ଷା ସିଂହ, ମନିଷା ସାହୁ ଓ ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen − one =