ଇନ୍ସପେକ୍ଟର୍‌ ପାହ୍ୟାକୁ ପଦୋନ୍ନତି ପାଇଲେ ୧୧୭ ଏସ୍‌ଆଇ, ବଦଳି ବିଜ୍ଞପ୍ତି ବାହାରିଲା

କଟକ : ରାଜ୍ୟ ପୁଲିସ ବାହିନୀର କାର୍ଯ୍ୟରତ ୧୧୭ ଜଣ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ପଦୋନ୍ନତି ପାଇଥିବା ନବନିଯୁକ୍ତ ଇନ୍ସପେକ୍ଟରମାନଙ୍କୁ ରାଜ୍ୟର ବିଭିନ୍ନ ପୁଲିସ୍‌ ଜିଲ୍ଲା, ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌କୁ ବଦଳି କରାଯାଇଥିବା ଜଣାପଡ଼ିଛି । ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କୁ ତୁରନ୍ତ ରିଲିଭ୍‌ କରିବା ପାଇଁ ଏସ୍‌ପିମାନଙ୍କୁ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.