jsm

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରକାଶିତ ହେବା ପରେ ଜଗଦଲପୁର ମୁଖ୍ୟ ରାସ୍ତା ଅଙ୍ଗନଦୀ ପୋଲ ଉପରେ ଉପୁଡି ଥିବା ଲୁହାରଡ୍ କଟାଗଲା ଆଜି

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କାଲି ପଦ୍ମପୁର ଠାରୁ ସୀମାନ୍ତ ଛତିଶଗଡକୁ ଯାଇଥିବା ରାସ୍ତା ମଝି ଅଙ୍ଗନଦୀ ପୋଲ ଉପରେ ଏକ ଲୁହାରଡ ଉପୁଡିଥିବା ‘କୋଶଳ ପ୍ରବାହ’ରେ ଖବର ପ୍ରକାଶିତ ହେବାପରେ ଆଜି ଝାରବନ୍ଦ ବ୍ଲକ ପ୍ରଶାସନ ପକ୍ଷରୁ ଜଗଦଲପୁର ଅଙ୍ଗନଦୀ ପୋଲ ଉପରେ ଲୁହାରଡ୍ କଟା ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ‘କୋଶଳ ପ୍ରବାହ’କୁ ଧନ୍ୟବାଦ ଜଣାଇଛ‌ନ୍ତି ।

yuvodaya
Leave A Reply

Your email address will not be published.