ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ତୁଳସୀଙ୍କ ବୃତ୍ତି ପରୀକ୍ଷାରେ ସଫଳତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଆଦର୍ଶ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ ବଲାଙ୍ଗିର ଟାଉନ ବାଳିକା ବିଦ୍ୟାଳୟରେ ଗତ ବର୍ଷ ନେସେନାଲ ମିନ୍ସ ସ୍କୋଲାର୍‌ସିପ୍‌ ଷ୍ଟେଟ ପରୀକ୍ଷା ହୋଇଥିଲା ତେବେ ସେହି ସମୟରେ ବିବିନା ଆଦର୍ଶ ବିଦ୍ୟାଳୟରେ ୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକାପତ୍ରାପାଲି ଗାଁର ମହେନ୍ଦ୍ର କୁମ୍ଭାର ଓ ସବିତା କୁମ୍ଭାରଙ୍କ ଝିଅ ତୁଳସୀ କୁମ୍ଭାର ବୃତ୍ତିରେ ସଫଳତା ହାସଲ କରିଛନ୍ତି । ପ୍ରତେକ ମାସ ୨ ହଜାର ଟଙ୍କା ପାଉ ଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଓ ରାଜ୍ୟ ସରକାରଙ୍କୁ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.