oom

ଶଙ୍ଖ ଧରିଲେ କ୍ଷୀରୋଦ ନାଗଙ୍କ ସହ ଶତାଧିକ କର୍ମୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ଜିଲ୍ଲାର ବିଜୁ ଯୁବ ଛାତ୍ର ଜନତା ଦଳର ନେତୃତ୍ୱରେ ବଲାଙ୍ଗିର ସହରର କ୍ଷୀରୋଦ ନାଗଙ୍କ ସହ ଶତାଧିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଓ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ବଳିଷ୍ଠ ନେତୃତ୍ୱକୁ ସ୍ୱୀକାର କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ତେବେ ଶ୍ରୀ ନାଗଙ୍କ ସହିତ ରାଜୁ ସୁନାନୀ, ମଣ୍ଟୁ ସୁନାନୀ, ରାଜୀବ ପାତ୍ର, ସୁବାସ ବାଗ, ପିଙ୍କୁ ସାହୁ, ବିଶ୍ୱନାଥ ବଗାର, ଆଶୁତୋଷ ମନହୀରା, ମୁନୁ ସୁନାନୀ, ବୁଠି ବାଗ, ଦିଶାନ୍ତ ପାତ୍ର, ଅଭି ଯୁଏଡ, ରାଧାକାନ୍ତ ପଧାନ, ପ୍ରଶାନ୍ତ ପୋଢ, ସନ୍ତୋଷ ପଣ୍ଡା, କେତୁ ବାଗ, ସଞ୍ଜିବ ଖରସେଲ, ଲକି ଶର୍ମା, ବିଜୟ ସାହୁ, ରାଜ କୁମାର ସବର, ଆକାଶ ପୋଢ, ସୁନିଲ ଧୁବେଇ, ରବି ପାଣ୍ଡେ, ସତ୍ୟା ଭୋଇ, ସୁମିତ ନନ୍ଦ, ପିଣ୍ଟୁ କୁମ୍ଭାର, ବିଟୁ ସାହୁ , କିଶୋର ବାଗ, ସୁମିତ ମହାନନ୍ଦ, ବିରେନ ନାଏକ, ମାନସ ହରପାଲ, ଭବାନୀ ବିଭାର, ସୁଶିଲ ଦିପ, ମନୋଜ ହରପାଲ, ମିଲୁ ବାଗ, ସୁନିଲ ଭୋଇ, କୃପା ସାହୁ, ଲିଙ୍ଗରାଜ ପୋଢ, ଅଜିତ, ଦେବେନ୍ଦ୍ର, ସେହେନୁର, ଅରୁଣ, ରବି ଏବଂ ସଚିନ ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

jittmm
Leave A Reply

Your email address will not be published.