ଧୁବେଇ ମେର୍ଲ୍ଲୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ କଛାରପାଲିର ଧୁବେଇ ମେର୍ଲ୍ଲୀଙ୍କ ଶନିବାର ସକାଳରେ ପରଲୋକ ହୋଇଯାଇଛି । ତାଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ସଂକୀର୍ତ୍ତନ ଓ ରବୀନ୍ଦ୍ର । ସେ ଦୀର୍ଘ ଦିନ ହେଲା ରୋଗରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ କିନ୍ତୁ ଶନିବାର ଦିନ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ବନ୍ଧୁ ବାନ୍ଧବ ଓ ଆତ୍ମୀୟ ସୌଜନ ଆସି ଶେଷ ଦର୍ଶନ କରିଥିଲେ । ସୋନଗଡ ନଦୀରେ ତାଙ୍କର ଶେଷକୃତ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବଡ ପୁଅ ସଂକୀର୍ତ୍ତନ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.