ଟୋକିଓ ଅଲିମ୍ପିକ୍ସ୍ରେ ରୌପ୍ୟ ପଦକ ହାସଲ କଲେ ମୀରାବାଈ ଚାନୁ କ୍ରୀଡାଦେଶ ବିଦେଶ By Koshala Prabaha On Saturday 24th July 2021, 1:02 pm Share ଟୋକିଓ : ଟୋକିଓ ଅଲିମ୍ପିକ୍ସ୍ ୨୦୨୦ର ପ୍ରଥମ ଦିବସରେ ମହିଳା ୪୯ କିଲୋ ଭାରତ୍ତୋଳନ ପ୍ରତିଯୋଗିତାରେ ଶନିବାର ଦିନ ରୌପ୍ୟ ପଦକ ହାସଲ କରିଛନ୍ତି ମୀରାବାଈ ଚାନୁ । ଭାରତ ପାଇଁ ଅଲିମ୍ପିକ୍ସ୍ ପଦକ ହାସଲ କରିବାରେ କର୍ଣ୍ଣାମ୍ ମାଲ୍ଲେଶ୍ୱରୀଙ୍କ ପରେ ଚାନୁ ହେଉଛନ୍ତି ଦ୍ୱିତୀୟ । olympics newstokia newsଟୋକିଓ ଅଲିମ୍ପିକ୍ସ୍ରେ ରୌପ୍ୟ ପଦକ ହାସଲ କଲେ ମୀରାବାଈ ଚାନୁ