ଟୋକିଓ ଅଲିମ୍ପିକ୍ସ୍ରେ ରୌପ୍ୟ ପଦକ ହାସଲ କଲେ ମୀରାବାଈ ଚାନୁ
ଟୋକିଓ : ଟୋକିଓ ଅଲିମ୍ପିକ୍ସ୍ ୨୦୨୦ର ପ୍ରଥମ ଦିବସରେ ମହିଳା ୪୯ କିଲୋ ଭାରତ୍ତୋଳନ ପ୍ରତିଯୋଗିତାରେ ଶନିବାର ଦିନ ରୌପ୍ୟ ପଦକ ହାସଲ କରିଛନ୍ତି ମୀରାବାଈ ଚାନୁ । ଭାରତ ପାଇଁ ଅଲିମ୍ପିକ୍ସ୍ ପଦକ ହାସଲ କରିବାରେ କର୍ଣ୍ଣାମ୍ ମାଲ୍ଲେଶ୍ୱରୀଙ୍କ ପରେ ଚାନୁ ହେଉଛନ୍ତି ଦ୍ୱିତୀୟ ।
Read More...
Read More...