ଫେସବୁକ୍ ପେଜ୍ ଭଏସ୍ ଅଫ୍ ଆଲୋକ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ଫେସବୁକ ପେଜ୍ ଭଏସ୍ ଅଫ୍ ଆଲୋକ ତମିଆଁ ପକ୍ଷରୁ ସଭାପତି ତ୍ରିଲୋଚନ ସାହୁଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଲୋକ କୁମାର ପଣ୍ଡା, ସମୀର କୁମାର ପଣ୍ଡା, ସରୋଜ ଯୋଷୀ, ପିତବାସ ମେହେର ବଣ୍ଟି ବରିହା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.