csstore

ହରଭଙ୍ଗାରେ ମଞ୍ଜି ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ହରଭଙ୍ଗା ଗ୍ରାମ କୁମାରୀ ଜଙ୍ଗଲରେ ରବିବାର ସ୍ଥାନୀୟ ଯୁବଗୋଷ୍ଠୀଙ୍କ ଉଦ୍ୟମରେ ଏକ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅର୍ଜୁନ, ଆମ୍ବ, ଜାମୁକୋଳି, କାଜୁ ଓ କରଞ୍ଜ ମଞ୍ଜିକୁ ଜଙ୍ଗଲ ଜମିର ଚାରିଆଡ଼େ ରୋପଣ କରାଯାଇଥିଲା । ଏଥିରେ ବିଭୂତି ଭୂଷଣ ସେନାପତି, ସୁଶୀଳ ବିଶ୍ବାଳ, ତରଣୀ ବିଶ୍ବାଳ, ଅଜୟ ସିଂ, ରାକେଶ ସାହୁ, ଅନୁଭବ ସାହୁ, ଦୀପକ ସେଠ୍, ଦୀପକ ଦାଶ, ସତ୍ୟ ଠାକୁର, ଦୁଃଖନାଶନ ସାହୁ, ସୁଭ୍ରାନ୍ତ ବେହେରା, ଧନଞ୍ଜୟ ପଧାନ, ଲିପନ ପଧାନ, ଜ୍ୟୋତିର୍ମୟ ମିଶ୍ର ପ୍ରମୁଖ ଯୋଗଦେଇ ମଞ୍ଜି ରୋପଣ କାର୍ୟ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.