jayashree

କୃଷକ ବଚାଓ ଗଣତନ୍ତ୍ର ବଚାଓ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଓଡ଼ିଶା କୃଷକ ସଭା କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ କୃଷକ ବଚାଓ ଗଣତନ୍ତ୍ର ବଚାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ସରକାରଙ୍କ କୃଷକ ମାରଣା ନୀତିକୁ ନିନ୍ଦା କରାଯିବା ସହିତ କୃଷକ ବଂଚିଲେ ଗଣତନ୍ତ୍ର ବଂଚିବ ବୋଲି ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ସତ୍ୟଜିତ ଚାଟାର୍ଜୀ, ବିଶ୍ୱଜିତ ଚାଟାର୍ଜି, ଗଂଗାଧର ପ୍ରହରାଜଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.