lika

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ରହିଥିବା ସରକାରୀ ସୂତ୍ରରୁ କୁହାଯାଇଛି । ବଲାଙ୍ଗିର ବ୍ଲକରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲଟି ଅଞ୍ଚଳରୁ ୧୧ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ ୨ଜଣ, ଗୁଡଭେଲା ବ୍ଲକରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୨ଜଣ, ଲୋଇସିଂହା ବ୍ଲକରୁ ୨ଜଣ, ପାଟଣାଗଡ ବ୍ଲକରୁ ଜଣେ, ପୁଇଁନ୍ତଲା ବ୍ଲକରୁ ୨ଜଣ, ଟିଟିଲାଗଡ ବ୍ଲକରୁ ୨ଜଣ ଓ ତୁରେକେଲା ବ୍ଲକରୁ ଜଣେ ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି ।

babaa
Leave A Reply

Your email address will not be published.