ଆଜି ବିଶ୍ୱ ପବନ ଦିବସ

ନୂଆଦିଲ୍ଲୀ : ଆଜି ବିଶ୍ୱ ପବନ ଦିବସ । ୨୦୦୭ ଜୁନ୍‌ ୧୫ ତାରିଖ ଦିନ ସାରା ବିଶ୍ୱରେ ପବନ ଦିବସ ପାଳନ ଆରମ୍ଭ ହୋଇଥିଲା । ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ବିଶ୍ୱ ପବନ ଦିବସ ପାଳନ କରି ଆସୁଛନ୍ତି । ମୁଖ୍ୟତଃ ବିଶ୍ୱ ପବନ ଦିବସରେ ପବନର ଶକ୍ତି, ସାମର୍ଥ୍ୟ ଓ ସମ୍ଭାବନା ସଂପର୍କରେ ସୂଚନା ପ୍ରଦାନ କରାଯାଇଥାଏ । ଅସରନ୍ତି ସମ୍ବଳ ପବନର ପ୍ରଚୂର ଶକ୍ତି ରହିଥିବା ବେଳେ ଏହାର ବ୍ୟବହାର ଓ ସ୍ୱଚ୍ଛତା ପ୍ରତି ସମସ୍ତେ ଯତ୍ନବାନ ହେବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇପାରେ ।

Leave A Reply

Your email address will not be published.