କୋଭିଡ ନିୟମ ଉଲଘଂନ ନେଇ ଦୋକାନ ସିଲ୍

ରାଉରକେଲା : କୋଭିଡ ସଂକ୍ରମଣ ସୁନ୍ଦରଗଡ଼ ଜିଲ୍ଲାରେ ସାମାନ୍ୟ କମ ହେବାରୁ ରାଜ୍ୟ ସରକାର କୋହଳ କରି ସମସ୍ତ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ । ଯେଉଁଥିରେ ମଲ୍, ସେଲୁନ ଓ ସ୍ପାକୁ ବାରଣ କରାଯାଇଛି । କିନ୍ତୁ କରୋନାର ଯାହା ମାର୍ଗଦର୍ଶିକା ଅଛି କେତେକ ଦୋକାନ ତାହା ମାନୁନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେ ସବୁ ଦୋକାନକୁ ସିଲ୍ କରାଯିବା ସହ ଜୋରିମାନା କରାଯାଇଛି । ଆଗକୁ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଚାଲୁ ରହିବ ବୋଲି ଜଣାପଡିଛି ।

Leave A Reply

Your email address will not be published.