ସହାୟତାର ହାତ ବଢାଇଲେ ଡାକ୍ତର ଦମ୍ପତି

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଅସହାୟ ପରିବାର ଅମ୍ବିକା ସାହୁଙ୍କୁ ବରଗଡ଼ ସହରର ଜଣାଶୁଣା ଡାକ୍ତର ଦମ୍ପତି ସାଇକୃପା ପୋଲି କ୍ଲିନିକର ମାଲିକ ଡାକ୍ତର ସସ୍ମିତା ଦାସ ଓ ଡାକ୍ତର ରାଜେଶ ତ୍ରିପାଠି ବଢାଇଲେ ସହାୟତାର ହାତ । ବିଭିନ୍ନ ଖବରକାଗଜ ଯଥା ଟିଭି ମିଡିଆ ବା ସୋସିଆଲ ମିଡିଆରେ ପ୍ରକାଶିତ ଖବର ଦେଖି ଆଜି ଅସହାୟ ଅମ୍ବିକା ସାହୁଙ୍କ ଆକାଉଣ୍ଟକୁ ୧୦ହଜାର ଟଙ୍କା ପଠାଇ ଥିଲେ । ଡାକ୍ତର ଦମ୍ପତିଙ୍କ ଏପରି ମହତ ଚିନ୍ତାଧାରା ଓ ସବୁବେଳେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁ ଥିବାରୁ ତାଙ୍କୁ ସଂକଲ୍ପ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

sixteen − twelve =

error: Content is protected !!