ସ୍ମାଇଲ ଫର ଅଲ୍‌ ପକ୍ଷରୁ ସମୟପୋଯୋଗୀ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ମାଇଲ ଫର୍ ଅଲ୍ ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି ଗତକାଲିଠାରୁ ରନ୍ଧା ଖାଦ୍ୟ ଦେଉଛନ୍ତି ଓ ଆସନ୍ତା ତାଲାବନ୍ଦ ପର୍ୟ୍ୟନ୍ତ ରନ୍ଧା ଖାଦ୍ୟ ବଣ୍ଟନ କରିବେ ବୋଲି ସୂଚନା ଦେଇଛନ୍ତି ଡବ୍ଲୁଓୱାଇଏମ୍‌ ଓ ସ୍ମାଇଲ ଫର୍ ଅଲ୍‌ କାର୍ଯ୍ୟକର୍ତ୍ତା ମାନେ ସୂଚନା ଅନୁସାରେ ୨୦୨୦ ତାଲାବନ୍ଦ ସମୟରେ ସ୍ମାଇଲ ଫର୍ ଅଲ୍ ଫାଉଣ୍ଡେସନ ତରଫରୁ ପ୍ରତିଦିନ ରନ୍ଧା ଖାଦ୍ୟ ବଣ୍ଟନ କରୁଥିଲେ ।

Leave A Reply

Your email address will not be published.