oom

ଆଜି ବଲାଙ୍ଗିର ଜିଲ୍ଲାରେ ୧୮୦ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୧୨୨

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଆତଙ୍କିତ ଅବସ୍ଥା ସୃଷ୍ଟି ହେଉଛି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ । ଆଜି ବଲାଙ୍ଗିର ଜିଲ୍ଲାରୁ ୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ପୁଣି ରେକଡର଼୍ ସଂଖ୍ୟକ ୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବଲାଙ୍ଗିର ପୌରାଂଚଳର ଏସ୍‌ପି ଅଫିସ୍‌ରୁ ୧୦, କନ୍ଧପାଲିପଡ଼ାରୁ ୬, ଠିକାଦାରପଡ଼ାରୁ ୫, ରାଧାରାଣୀପଡ଼ାରୁ ୨, ପେଲେସଲାଇନ୍‌ରୁ ୫, ତାଲପାଲିପଡ଼ାରୁ ୨, ଶାନ୍ତିପଡ଼ାରୁ ୧୧, ବେହେରାପାଲିରୁ ୪, ରାଜୀବନଗରରୁ ୪, ତାଲପାଲିପଡ଼ାରୁ ୧, ରେଡ଼ିଓ ଷ୍ଟେସନ୍‌ରୁ ୧, ଡୁଙ୍ଗୁରିପଡ଼ାରୁ ୧, ବ୍ରାହ୍ମଣପଡ଼ାରୁ ୨, ଗାନ୍ଧୀନଗରପଡ଼ାରୁ ୪, ରାଜେନ୍ଦ୍ରପଡ଼ାରୁ ୧, ଚନ୍ଦ୍ରଶେଖରନଗରରୁ ୧, ଗାନ୍ଧୀନଗରପଡ଼ାରୁ ୭, ତୁଲସୀନଗରରୁ ୫, ସାଗରପଡ଼ାରୁ ୨, ସୁଦପଡ଼ାରୁ ୩, ଟିକ୍ରାପଡ଼ାରୁ ୩, ମହାଲକ୍ଷ୍ମୀନଗରରୁ ୧, ଲାଲଟିକ୍ରାରୁ ୧, କଲେଜଛକରୁ ୧, ଜଗନ୍ନାଥପଡ଼ାରୁ ୧, ରୋୟାଲ୍‌ ରେସିଡେନ୍ସିରୁ ୧, ସତ୍ୟନାରାୟଣପଡ଼ାରୁ ୧, ରାମଜୀପଡ଼ାରୁ ୧, ରୁଗୁଡ଼ିପଡ଼ାରୁ ୫, ବିବିଏମ୍‌ସିଏଚ୍‌ରୁ ୮, ଆନନ୍ଦନଗରରୁ ୨, ରାମେଶ୍ୱରନଗରରୁ ୨, ବରପାଲିପଡ଼ାରୁ ୪, ପ୍ରତାପସାଗରପଡ଼ାରୁ ୧, ତେଲିଗୋଠପଡ଼ାରୁ ୧, କଂସାରୀପଡ଼ାରୁ ୧, ଆର୍‌ଟିଓ ଛକ୍‌ରୁ ୧, ଗୋପାଲଜୀ ମନ୍ଦିରରୁ ୧, ଭଗବତୀ ନଗରରୁ ୧, ମାଲପଡ଼ାରୁ ୪, ଜଗନ୍ନାଥପଡ଼ାରୁ ୧, ଏବିଏସ୍‌ଏସ୍‌ ରୋଡ଼୍‌ରୁ ୧, ଜ୍ୟୋତିନଗରରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ ଡୁଡ଼ୁକାରୁ ୧ ଓ ଗୁଡ଼ିମୁଣ୍ଡାରୁ ୧, ବଲାଙ୍ଗିର ବ୍ଲକ୍‌ ଧୁମାମରାରୁ ୨, ଢୁଲୁସରରୁ ୧, ସଦେଇପାଲିରୁ ୨, ମାକରଚୁଆଁରୁ ୧, ଭୁତିଆରବାହାଲରୁ ୧, ଭଏଁସାରୁ ୧, ଡୁମେରପାଲିରୁ ୨, ବେଲପଡ଼ା ବ୍ଲକ୍‌ ବାଗଡୋର୍‌ରୁ ୧, ଦେଓଗାଁ ବ୍ଲକ୍‌ କୁତୁର୍ଲାରୁ ୧, ନୂଆଁପାଲିରୁ ୧, ବନ୍ଧପଡ଼ାରୁ ୧, କୁଲିଆବାହାଲରୁ ୧, ଜରାସିଂହାରୁ ୧, ଗୁଡ଼ଭେଲା ବ୍ଲକ୍‌ର ଚିନ୍‌ଚେଡ଼୍‌ରୁ ୧, ତୁଷୁରାରୁ ୧, ସିଲେଟ୍‌କାନିରୁ ୧, କଂଟାବାଂଜି ଏନ୍‌ଏସିରୁ ୧, ଲୋଇସିଂହା ବ୍ଲକ୍‌ ରେଂଗାଲିରୁ ୧, କୁମିଆଁପାଲିରୁ ୧, ଲୋଇସିଂହାରୁ ୩, ମୁରିବାହାଲ ବ୍ଲକ୍‌ ସାଲେପଡ଼ାରୁ ୧, ପୁଇଁନ୍ତଲା ବ୍ଲକ୍‌ ଗଇଁତଲାରୁ ୧, ଖମାରମୁଣ୍ଡାରୁ ୧, ଅଙ୍କରିଆପଦରରୁ ୧, ପୁଇଁନ୍ତଲାରୁ ୧, ସଇଁନ୍ତଲା ବ୍ଲକ୍‌ ସିଲେଟ୍‌ପଡ଼ାରୁ ୧, ଭଣ୍ଡାରବାଂଜିରୁ ୧, ଟିଟିଲାଗଡ଼ ବ୍ଲକ୍‌ ସିହିନିରୁ ୧, ଖୋଲାନ୍‌ରୁ ୧ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ଆଜି ସର୍ବାଧିକ ୮ ଜଣ ପୁରୁଷ ଓ ୭ ଜଣ ମହିଳା କୋଭିଡ଼୍‌ ଯୋଦ୍ଧା କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ତାଲିକାରେ ଅନ୍ୟ ଜିଲ୍ଲାର ୬ ଜଣ ମଧ୍ୟ ସାମିଲ୍‌ ରହିଛନ୍ତି ।

jittmm
Leave A Reply

Your email address will not be published.